ଓଡିଶା

ନୂଆ ସରକାର ମୋ ସାହା ଭରସା…

ଜିଲ୍ଲାପାଳ ଶୁଣିଲେନି ସାହାଯ୍ୟର ହାତ ବଢାଇଲେ ନୂଆ ବିଧାୟକ କନ୍ଧମାଳ, (ଏଫ୍ଟୁଏସ୍) ୦୬/୦୭ : ଅସହାୟଙ୍କ ଦୁଃଖ ଶୁଣିଲେନି ଜିଲ୍ଲା ପ୍ରଶାସନ । ଅସହାୟଙ୍କ ଦୁଃଖ କାହାଣୀ ଶୁଣି ସାହାଯ୍ୟ କଲେ ଫୁଲବାଣୀ ନିର୍ବାଚନ ମଣ୍ଡଳୀର ନୂତନ ବିଧାୟକ ଉମାଚରଣ ମଲ୍ଲିକ । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ରାଇଗୁଡ଼ା ଗ୍ରାମର ଗରିବ ନିରୀହ ରାଜୀବ ଦିଗାଲ । ଦୁର୍ଘଟଣାରେ ରାଜୀବଙ୍କ ଗୌଡ ଭାଙ୍ଗିଯାଇଥିବାବେଳେ ଉନ୍ନତ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଏ ନେଇ […]

ଓଡିଶା କଳା ସଂସ୍କୃତି

ଫୁଲବାଣୀରେ ଦୁଇଦିନିଆ ସାଂସ୍କୃତିକ ଜନଜାତି ମହୋତ୍ସବ ଉଦଯାପିତ…

କନ୍ଧମାଳ, ୪/୧ (କୁନା ଦିଗାଲ) : କନ୍ଧମାଳ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଆନୁକୂଲ୍ୟରେ ଫୁଲବାଣୀ ବ୍ଲକ ନିକଟସ୍ଥ କରୋନେସନ ପଡ଼ିଆରେ ଦୁଇଦିନିଆଁ ବ୍ଲକ୍ ସ୍ତରୀୟ ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଯୋଗ ଦେବା ସହ କନ୍ଧମାଳ ଜିଲ୍ଲାରେ ଆଦିବାସୀ ସାଂସ୍କୃତିକ ପରମ୍ପରା ବଜାୟ ରଖି କଳାକାରଙ୍କୁ ପ୍ରୋତ୍ସାହିତ କରିବା ନିମନ୍ତେ ସରକାର ରାଜ୍ୟର ପ୍ରତ୍ୟେକ ଜିଲ୍ଲା ଓ ପ୍ରତ୍ୟେକ ବ୍ଲକରେ ଏହି […]