ଓଡିଶା

ଆସନ୍ତା ନଭେମ୍ବର ୧୭ ରୁ ଓଡ଼ିଶା ଫଟୋ ଫେୟାର – ୨୦୨୩ ଅନୁଷ୍ଠିତ…

ଭୁବନେଶ୍ୱର, ୧୫ ନଭେମ୍ବର : ଆସନ୍ତା ନଭେମ୍ବର ୧୭ ରୁ ୧୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ସୋଆ କନଭେନସନ୍ ସେଂଟର, କଳିଙ୍ଗ ନଗରଠାରେ ଓଡ଼ିଶା ଫଟୋ ଫେୟାର – ୨୦୨୩ ଅନୁଷ୍ଠିତ ହେବାକୁ ଯାଉଛି । ଏହି କାର୍ଯ୍ୟକ୍ରମକୁ ଓଡ଼ିଶା ଫଟୋଗ୍ରାଫର୍ସ ମହାସଂଘ ପକ୍ଷରୁ ଆୟୋଜିତ କରାଯିବ । ଏହି କାର୍ଯ୍ୟକ୍ରମରେ ଭାରତ ବର୍ଷର ଫଟୋଗ୍ରାଫି ସମ୍ବନ୍ଧୀୟ ବିଭିନ୍ନ ନାମିଦାମୀ କମ୍ପାନୀର ଷ୍ଟଲ ଲାଗିବା ସହ ପ୍ରଦର୍ଶନୀର ବ୍ୟବସ୍ଥା ହେବ । ଉକ୍ତ ପ୍ରଦର୍ଶନୀରେ ପ୍ରତ୍ୟେକ ଫଟୋଗ୍ରାଫର୍ […]