ବନ୍ଧୁତ୍ୱପର୍ଣ୍ଣ କ୍ରିକେଟ୍ ମ୍ୟାଚରେ ଜିତିଲା ବ୍ଲକ୍ ପ୍ରଶାସନ ଏକାଦଶ…
କନ୍ଧମାଳ, ୬/୧ (କୁନା ଦିଗାଲ) : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ମିନିଷ୍ଟାଡିୟମରେ ଫିରିଙ୍ଗିଆ ପ୍ରେସ୍ କ୍ଳବ୍ ଏକାଦଶ ଓ ବ୍ଲକ୍ ପ୍ରଶାସନ ଏକାଦଶ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ ଅନୁଷ୍ଠିତ ହେଇଯାଇଛି । ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନୁପ ଅଭିଷେକ ବେହେରାଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କ୍ରିକେଟ୍ ଟୁର୍ନାମେଂଟରେ ପ୍ରେସ୍ କ୍ଲବ୍ ଏକାଦଶ ତରଫରୁ କ୍ଳବର ମୁଖ୍ୟ ଉପଦେଷ୍ଟା ମହାଦେବ ସାହୁ କ୍ୟାପଟେନ୍ ଭାବରେ ନେତୃତ୍ୱ ନେଇଥିବା ବେଳେ ବ୍ଲକ୍ ପ୍ରଶାସନ ଏକାଦଶ ତରଫରୁ […]