ଓଡିଶା

ଫିରିଙ୍ଗିଆ ବ୍ଲକରେ ଜୋର ଧରିଲା ନୂତନ ଗ୍ରାମ ପଞ୍ଚାୟତ ଗଠନ ଦାବି…

କନ୍ଧମାଳ, (ଏଫ୍ଟୁଏସ୍/ କୁନା ଦିଗାଲ) : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକରେ ନୂତନ ଗ୍ରାମପଞ୍ଚାୟତ ଗଠନ ଦାବିରେ ତେଜିଲା ଜନ ଅସନ୍ତୋଷ । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଗଲେ ଅଞ୍ଚଳବାସୀ । ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହେବାପରେ ନୂତନ ଗ୍ରାମପଞ୍ଚାୟତ ଗଠନ ନିମନ୍ତେ ଆବେଦନ କଲେ ମଗଡୀଙ୍ଗିଆ ଅଞ୍ଚଳବାସୀ । କନ୍ଧମାଳ ଜିଲ୍ଲା କେ. ନୂଆଗାଁ ବ୍ଲକ ଅଧିନସ୍ଥ ବଣ୍ଡଗୁଡ଼ା ଗ୍ରାମପଞ୍ଚାୟତ ଉପରେ ନିର୍ଭର କରି ରହିଆସୁଥିଲେ ମଗଡୀଙ୍ଗିଆ ଅଞ୍ଚଳବାସୀ । ଦୀର୍ଘ ୧୦ […]

ଓଡିଶା କ୍ରୀଡା

ବନ୍ଧୁତ୍ୱପର୍ଣ୍ଣ କ୍ରିକେଟ୍ ମ୍ୟାଚରେ ଜିତିଲା ବ୍ଲକ୍ ପ୍ରଶାସନ ଏକାଦଶ…

କନ୍ଧମାଳ, ୬/୧ (କୁନା ଦିଗାଲ) : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ମିନିଷ୍ଟାଡିୟମରେ ଫିରିଙ୍ଗିଆ ପ୍ରେସ୍ କ୍ଳବ୍ ଏକାଦଶ ଓ ବ୍ଲକ୍ ପ୍ରଶାସନ ଏକାଦଶ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ ଅନୁଷ୍ଠିତ ହେଇଯାଇଛି । ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନୁପ ଅଭିଷେକ ବେହେରାଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କ୍ରିକେଟ୍ ଟୁର୍ନାମେଂଟରେ ପ୍ରେସ୍ କ୍ଲବ୍ ଏକାଦଶ ତରଫରୁ କ୍ଳବର ମୁଖ୍ୟ ଉପଦେଷ୍ଟା ମହାଦେବ ସାହୁ କ୍ୟାପଟେନ୍ ଭାବରେ ନେତୃତ୍ୱ ନେଇଥିବା ବେଳେ ବ୍ଲକ୍ ପ୍ରଶାସନ ଏକାଦଶ ତରଫରୁ […]

ଓଡିଶା କଳା ସଂସ୍କୃତି

ଫୁଲବାଣୀ ଅରବିନ୍ଦ ନଗରରେ ନାମ ଯଜ୍ଞ ଅନୁଷ୍ଠିତ

କନ୍ଧମାଳ, ୨୯/୧୧ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର ଅରବିନ୍ଦ ନଗରରେ ନାମ ସଙ୍କୀର୍ତନ ଅନୁଷ୍ଠିତ ହୋଇଯାଇଛି । ଯୁବ ଜିଲ୍ଲା ସାମ୍ବାଦିକ ଅଶୋକ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ରତଙ୍ଗ ଗ୍ରାମ ପଂଚାୟତର ପ୍ରସିଦ୍ଧ ଶୈବପୀଠ ଶ୍ରୀ ଶ୍ରୀ ଭୋଳେଶ୍ୱର ମହାଦେବ ଓ ପ୍ରସିଦ୍ଧ ମାଁ ପଶ୍ଚିମ କାଳୀ ଏବଂ ପ୍ରସିଦ୍ଧ ମାଁ ସୂର୍ଯ୍ୟ କାଳୀଙ୍କ ନାମରେ ଏକ ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରାୟ ୪୫୦ରୁ […]