ଓଡିଶା ଯ଼ୋଗାଯ଼ୋଗ

ଚକ୍ଷୁଦାନ ପକ୍ଷରେ ଏଲଭିପିଇଆଇ ତରଫରୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମର ଆୟୋଜନ

ଭୁବନେଶ୍ୱର : ଚକ୍ଷୁ ଦାନର ଗୁରୁତ୍ୱ ବିଷୟରେ ଜନସଚେତନତା ସୃଷ୍ଟି କରିବା ଏବଂ ମୃତ୍ୟୁ ପରେ ଚକ୍ଷୁଦାନ ପାଇଁ ଲୋକଙ୍କୁ ଶପଥ ନେବାକୁ ପ୍ରେରଣା ଦେବା ପାଇଁ ପ୍ରତିବର୍ଷ ଅଗଷ୍ଟ ୨୫ରୁ ସେପ୍ଟେମ୍ବର ୮ ପର୍ଯ୍ୟନ୍ତ ଜାତୀୟ ଚକ୍ଷୁଦାନ ପକ୍ଷ ପାଳନ କରାଯାଏ । ବର୍ଷସାରା ଏବଂ ବିଶେଷ କରି, ଚକ୍ଷୁ ଦାନ ପକ୍ଷରେ, ଏଲ ଭି ପ୍ରସାଦ ଆଇ ଇନ୍ଷ୍ଟିଚୁ୍ୟଟ୍ (ଏଲଭିପିଇଆଇ) ଲୋକଙ୍କ ମଧ୍ୟରେ ଚକ୍ଷୁ ଦାନ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ବ୍ୟାପକ […]