ଦେଶ ବିଦେଶ

ଫେବୃଆରୀ ପହିଲାରେ ସଂସଦରେ ଆଗତ ହେବ କେନ୍ଦ୍ରୀୟ ବଜେଟ

ଚଳିତ ଜାନୁଆରୀ ୩୧ ତାରିଖରୁ ଆରମ୍ଭ ହେବ ସଂସଦର ବଜେଟ ଅଧିବେଶନ । ଏ ନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ଫେବୃଆରୀ ପହିଲାରେ ସଂସଦରେ ଆଗତ ହେବ କେନ୍ଦ୍ରୀୟ ବଜେଟ । ଅର୍ଥମନ୍ତ୍ରୀ ନିର୍ମଳା ସୀତରମଣ ସଂସଦରେ ଚଳିତ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରିବେ । ଏହା ଏପ୍ରିଲ ୮ ତାରିଖ ଯାଏ ଚାଲିବ । ପ୍ରଥମ ଦିନ ଅର୍ଥାତ୍ ଜାନୁଆରୀ ୩୧ରେ ସଂସଦରେ ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧନ କରିବେ […]