ଓଡିଶା କଳା ସଂସ୍କୃତି ଦେଶ ବିଦେଶ

ପରିଚୟ ଫାଉଣ୍ଡେସନର ପରମ୍ପରା ସମ୍ମାନ ଉତ୍ସବ ଆୟୋଜିତ…

ବ୍ୟୁରୋ ରିପୋର୍ଟ : ନୂଆଦିଲ୍ଲୀସ୍ଥିତ କନଷ୍ଟିଚ୍ୟୁସନ କ୍ଲବରେ ପରିଚୟ ଫାଉଣ୍ଡେସନ ଆନୁକୂଲ୍ୟରେ ନବମ ପରମ୍ପରା ସମ୍ମାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି  l ପରିଚୟ ଫାଉଣ୍ଡେସନର ପ୍ରତିଷ୍ଠାତା ସଭାପତି ଡ.ରୋଜାଲିନ ପାଟଶାଣୀ ମିଶ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ ସଂସ୍କୃତି ଓ ପର୍ଯ୍ୟଟନ ରାଷ୍ଟ୍ର କେନ୍ଦ୍ର ମନ୍ତ୍ରୀ କେ.ଜେ. ଆଲଫନ୍ସ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିବା ବେଳେ ପାଟନା ହାଇକୋର୍ଟର ପୂର୍ବତନ ବିଚାରପତି ଭି.ଏନ୍.ସିହ୍ନା, ପ୍ରଖ୍ୟାତ ଭାରତନାଟ୍ୟମ୍ ଗୁରୁ ପଦ୍ମଶ୍ରୀ ଗୀତା ଚନ୍ଦ୍ରନ, ପୂର୍ବତନ ବୈଦେଶିକ ସଚିବ […]