ଓଡିଶା

ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଚେତିଲେ କର୍ତ୍ତୁପକ୍ଷ…

ଗଜପତି : ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ପାରଳାଖେମୁଣ୍ଡି ସଂସ୍କୃତ ମହାବିଦ୍ୟାଳୟ ଛାତ୍ରାବାସରେ ଜଳିଲା ଆଲୁଅ । ଦୀର୍ଘ ୩ ବର୍ଷ ହେଲା ବିନା ବିଦ୍ୟୁତରେ ଜୀବନ କାଟୁଥିଲେ ଛାତ୍ର । ବକେୟା ବିଦ୍ୟୁତ୍ ବିଲ ପାଇଁ ଦୀର୍ଘ ତିନି ବର୍ଷ ହେଲା ଛାତ୍ରାବାସରେ ଛାତ୍ରମାନେ ମୋବାଇଲ ଲାଇଟ, ମହମବତୀ ଲଗାଇ ପାଠ ପଢୁଥିଲେ । ଏ ନେଇ କଲେଜ ପକ୍ଷରୁ ବାରମ୍ବାର ଗୁହାରୀ ହେଉଥିଲେ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉନଥିଲା । ପରେ ବିଭିନ୍ନ […]