ପାରଳାରେ ରଥଯାତ୍ରା ପାଇଁ ରଥଖଳା ଚଳଚଞ୍ଚଳ
ଗଜପତି : ଚଳିତ ରଥଯାତ୍ରା ପାଇଁ ଚଳଚଞ୍ଚଳ ରଥଖଳା । ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ହେବାକୁ ଥିବା ରଥଯାତ୍ରା ପାଇଁ ରଥଖଳା ଏବେ ଚଳଚଞ୍ଚଳ ହୋଇ ଉଠିଛି । ମହାରଣାମାନେ ରଥ ନିର୍ମାଣ କାମ ଜୋରସୋରରେ ଚଳାଇଛନ୍ତି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ତିନୋଟି ରଥ ନିର୍ମାଣ ହେବା ସହ ରଥଯାତ୍ରା ମହାଆଡ଼ମ୍ବରରେ ପାଳନ ହେବ । ଏହି ଅବସରରେ ବହୁ ଭକ୍ତଙ୍କ ସମାଗମ ହେବ । ତେବେ ରଥଯାତ୍ରା କମିଟି […]