ଓଡିଶା

ଜାତୀୟ ଉପଭୋକ୍ତା ଦିବସ ଉପଲକ୍ଷେ ପାରାଦୀପରେ ସଚେତନତା କାର୍ଯ୍ୟକ୍ରମ…

ଜଗତସିଂହପୁର, ୧୩/୧୨ (ରୀତା ସାହୁ) : ଜଗତସିଂହପୁର ଜିଲ୍ଲା ପାରାଦୀପ – ଜାତୀୟ ଉପଭୋକ୍ତା ଦିବସ ଉପଲକ୍ଷେ ଅଖିଳ ଭାରତୀୟ ଗ୍ରାହକ କଲ୍ୟାଣ ପରିଷଦ, ଜଗତସିଂହପୁର ଜିଲ୍ଲା ମହିଳା ଶାଖା ପକ୍ଷରୁ ପାରାଦୀପ ମଧୁବନ ସ୍ଥିତ ଶ୍ରମିକ ଭବନ ଠାରେ ଏକ ଉପଭୋକ୍ତା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗ୍ରାହକ କଲ୍ୟାଣ ଜଗତସିଂହପୁର ଜିଲ୍ଲା ମହିଳା ଶାଖାର ସଭାନେତ୍ରୀ ସ୍ନେହମୟୀ ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ ମୁଖ୍ୟ ଅତିଥି […]

ଓଡିଶା

ପାରାଦ୍ୱୀପ ବିଜୁମୈଦାନରେ ଉଦଘାଟିତ ହେଲା କଳିଙ୍ଗ ବାଲିଯାତ୍ରା…

ଜଗତସିଂହପୁର, ୨୯/୧୧ (ରୀତା ସାହୁ) : ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପ ସ୍ଥିତ ବିଜୁ ମୈଦାନରେ ଉଦଘାଟିତ ହୋଇଯାଇଛି କଳିଙ୍ଗ ବାଲିଯାତ୍ରା । ଏହି ଅବସରରେ ମନ୍ତ୍ରୀ ପ୍ରତାପ କେଶରୀ ଦେବ ବାଲିଯାତ୍ରାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ୮ ଦିନ ବ୍ୟାପି ଚାଲିବାକୁ ଥିବା କଳିଙ୍ଗ ବାଲିଯାତ୍ରା ଆସନ୍ତା ୩ ତାରିଖ ପଯ୍ୟନ୍ତ ଚାଲିବ । ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟୱାରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ମନ୍ତ୍ରୀ ପ୍ରତାପ […]

ଓଡିଶା

ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ପାରାଦ୍ୱୀପରେ ସୁରକ୍ଷା ବ୍ୟବସ୍ଥା କଡାକଡି

ପାରାଦ୍ୱୀପ, ୨୬/୧୧ (ରୀତା ସାହୁ) : ପବିତ୍ର କାର୍ତିକ ପୂର୍ଣ୍ଣମୀ ଅବସରରେ ଅର୍ଥାତ୍ ନଭେମ୍ବର ୨୭ ତାରିଖରେ ପାରାଦ୍ୱୀପ ଗସ୍ତରେ ଆସୁଛନ୍ତି ଭାରତବର୍ଷର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏ ନେଇ ରାଷ୍ଟ୍ରପତିଙ୍କ ଗସ୍ତ ଜନିତ ସୁରକ୍ଷା ବ୍ୟବସ୍ଥା ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥାର ତଦାରଖ କରିଛନ୍ତି ପାରାଦ୍ୱୀପ କେନ୍ଦ୍ରାଂଚଳ ଆଇଜି ଆଶିଷ କୁମାର ସିଂ । କାର୍ତିକ ପୂର୍ଣ୍ଣମୀ ଅବସରରେ ପାରାଦ୍ୱୀପ ବନ୍ଦର ତରଫରୁ ଆୟୋଜିତ ବୋଇତବନ୍ଦାଣ ଉତ୍ସବରେ ଯୋଗ ଦେବେ ମହାମହିମ ରାଷ୍ଟ୍ରପତି […]

ଓଡିଶା

ପାରାଦୀପରେ କୋଷ୍ଟଗାର୍ଡ ପକ୍ଷରୁ ଡେ ଆଟ୍ ସି କାର୍ଯ୍ୟକ୍ରମ ଅନୁଷ୍ଠିତ

ଜଗତସିଂହପୁର (ଶ୍ରୀରାଜ ସାହୁ): ଦେଶର ଉପକୂଳ ସୁରକ୍ଷା କ୍ଷେତ୍ରରେ ଭାରତୀୟ ତଟରକ୍ଷୀ ବାହିନୀର ଉଲ୍ଲେଖନୀୟ ଅବଦାନ ରହିଛି । ୪୭ ତମ ପ୍ରତିଷ୍ଠା ଦିବସ ଅବସରରେ ପାରାଦୀପରେ କୋଷ୍ଟଗାର୍ଡ ପକ୍ଷରୁ ଡେ ଆଟ୍ ସିର ଦୁଇ ଦିନିଆ ସମର ଅଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭାରତୀୟ ତଟରକ୍ଷୀ ବାହିନୀର କାର୍ଯ୍ୟକଳାପଗୁଡିକୁ ଜନସାଧାରଣଙ୍କୁ ଅବଗତ କରାଯିବା ସହିତ ଗୋଟିଏ ଦିନ ପାଁଇ ଗଭୀର ସମୁଦ୍ରରେ ତଟରକ୍ଷୀ ବାହିନୀର ଅଧିକାରୀମାନେ ନିଜ ପିରବାର ସହିତ ରହିବାର ସୁଯୋଗ ପାଇଛନ୍ତି […]