ଓଡିଶା

ମଂଚ ଉପରେ ଢେମସା ନୃତ୍ୟ କଲେ କୋଟପାଡ ବିଧାୟିକା…

କୋରାପୁଟ, ୧୫ ନଭେମ୍ବର : କୋରାପୁଟ ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଅଂଚଳ । ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଯେଉଁଭଳି ସମସ୍ତଙ୍କୁ ଆକର୍ଷିତ କରିଥାଏ ସେହିଭଳି ଏଠାକାର ଲୋକ ନୃତ୍ୟ, କଳା, ସଂସ୍କୃତି ଏବଂ ହସ୍ତତନ୍ତ ଆଜି ବିଶ୍ୱଦରବାରରେ ଓଡିଶା ରାଜ୍ୟକୁ ଗୌରବାନ୍ୱିତ କରିଆସୁଛି । ଏଠାକାର ଆଦିବାସୀ କଳା ଏବଂ ସଂସ୍କୃତିକୁ ପୁନର୍ଜୀବିତ କରିବା ସହ ଏହାର ପ୍ରଚାରପ୍ରସାର ପାଇଁ ରାଜ୍ୟସରକାର ୧୯୯୬ ମସିହାରୁ ଆଦିବାସୀ ଲୋକ ମହୋତ୍ସବ ପରବର ଶୁଭାରମ୍ଭ କରିଥିଲେ । ପ୍ରତ୍ୟକ […]