ଓଡିଶା

ପଂଚୁକ ପାଇଁ ଚଳଚଂଚଳ ଶ୍ରୀମନ୍ଦିର; ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା…

ପୁରୀ, ୨୩/୧୧ : ଗୁରୁବାରଠାରୁ ଆରମ୍ଭ ହୋଇଛି କାର୍ତିକ ମାସର ପୁଣ୍ୟ ପର୍ବ ପଂଚୁକ । ଯେଉଁମାନେ ମାସକ ଯାକ କାର୍ତିକ ବ୍ରତ କରି ନଥାନ୍ତି ସେହିମାନେ ଏହି ପଂଚୁକ ପାଂଚଦିନ ନିଷ୍ଠାର ସହ ବ୍ରତ ପାଳନ କଲେ ସମପରିମାଣର ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି । ପଂଚୁକ ପାଂଚ ଦିନରେ ଦାରୁ ଦେବତାଙ୍କର ୫ଟି ସ୍ୱତନ୍ତ୍ର ବେଶ ଅନୁଷ୍ଠିତ ହେବାର ପରମ୍ପରା ରହିଛି ।ପଂଚୁକର ପ୍ରଥମ ଦିନ ଅର୍ଥାତ୍ ଗୁରୁବାର ବଡ଼ଏକାଦଶୀ ତିଥିରେ ଲକ୍ଷ୍ମୀନାରାୟଣ […]

ଓଡିଶା କଳା ସଂସ୍କୃତି ଟ୍ରେଣ୍ଟିଂ

ପଞ୍ଚକବ୍ରତ ବା ‘ଭୀଷ୍ମପଞ୍ଚକ’। କଣ ରହିଛି ଏହାର ମହତ୍ତ୍ୱ ଆସନ୍ତୁ ଜାଣିବା

କାର୍ତ୍ତିକ ମାସ ଶୁକ୍ଳପକ୍ଷ ଏକାଦଶୀଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଯେଉଁ ପାଞ୍ଚଦିନ- ତାହା ‘ପଞ୍ଚକ’ ବା ଲୋକମୁଖରେ ‘ପଞ୍ଚୁକ’ ଭାବରେ ଖ୍ୟାତ । ଏହାର ଲୋକପ୍ରଚଳିତ ନାମ ‘ବକପଞ୍ଚକ’ ହେଲେ ମଧ୍ୟ, ପ୍ରକୃତ ନାମ ‘ଭୀଷ୍ମପଞ୍ଚକ’। ‘ମହାଭାରତ’ ଯୁଦ୍ଧରେ ଅର୍ଜୁନଙ୍କ ବାଣରେ ଆହତ ହୋଇ ଶରଶଯ୍ୟାରେ ଶୋଇ ରହିଥିଲେ ପିତାମହ ଭୀଷ୍ମ। ସେ ଥିଲେ ଆଜୀବନ ବ୍ରହ୍ମଚାରୀ। କାରଣ, ତାଙ୍କର ପିତା ଶାନ୍ତନୁ ଧୀବରପୁତ୍ରୀ ସତ୍ୟବତୀ (ମତ୍ସ୍ୟଗନ୍ଧା)ଙ୍କୁ ବିବାହ କରିବାକୁ ଇଚ୍ଛା କରିଥିଲେ ଏବ˚ ସେହି ବିବାହ ପାଇଁ […]