ଓଡିଶା

୧୫ ଦିନ ହେଲା ଧାରଣା ଦେଇଛନ୍ତି ପଞ୍ଚାୟତ ନିର୍ବାହୀ ଅଧିକାରୀ…

ଗଜପତି : ରାଜ୍ୟ ସଂଘର ଆହ୍ବାନ କ୍ରମେ ଗଜପତି ଜିଲ୍ଲାର ୭ ଟି ବ୍ଳକର ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ ଦୁଇ ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦୀର୍ଘ ୧୫ ଦିନ ହେଲା ଧାରଣା ଜାରି ରଖିଛନ୍ତି । ସରକାରଙ୍କର ବୈମାତୃକ ମନୋଭାବ ଯୋଗୁଁ ଦାବି ପୂରଣ ହେଉନଥିବାରୁ ଆନ୍ଦୋଳନକୁ ଆହୁରି ତୀବ୍ର କରିବାକୁ ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ ଶପଥ ଗ୍ରହଣ କରିଛନ୍ତି । ଅପରପକ୍ଷେ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଏହି ଧାରଣା […]

ଓଡିଶା

ସଡକ ଦୁର୍ଘଟଣାରେ ପରପାରିରେ କାର୍ଯ୍ୟନିର୍ବାହୀ ଅଧିକାରୀ…

ନୂଆପଡା : ଟ୍ରାକ୍ଟର ଧକ୍କାରେ ଚାଲିଗଲା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଜୀବନ । ନୂଆପଡା ଜିଲ୍ଲା ସିନାପାଲି ଥାନା ବିଜୁ ଏକ୍ସପ୍ରେସ ୱେରୁ ମହଗାଁ ଯିବା ରାସ୍ତାରେ ଟ୍ରାକ୍ଟର ଧକ୍କାରେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଜଣକ ହେଉଛନ୍ତି ନୂଆପଡ଼ା ଜିଲ୍ଲା ବୋଡେନ ବ୍ଲକ କର୍ଲାକୋଟ ଗ୍ରାମପଞ୍ଚାୟତ କିରେଝୋଲା ଗ୍ରାମର ସତ୍ୟ ମାଝୀ । ସିନାପାଲି ବ୍ଲକ କରନବାହାଲି ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ ସତ୍ୟ ମାଝୀ । କୌଣସି ଏକ […]