ଓଡିଶା

ଶପଥ ନେଲେ ବର୍ଷା…

ପଦ୍ମପୁରର ନୂଆ ବିଧାୟିକା ଭାବେ ଶପଥ ନେଲେ ବର୍ଷା ସିଂ ବରିହା । ଆଜି ବାଚସ୍ପତିଙ୍କ ପ୍ରକୋଷ୍ଠରେ ସେ ଶପଥ ନେଇଛନ୍ତି । ବାଚସ୍ପତି ବିକ୍ରମ କେଶରୀ ଆରୁଖ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ବର୍ଷାଙ୍କ ଶପଥ ଗ୍ରହଣ ସାମରୋହରେ ସରକାରୀ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି, ବିଧାୟକ ପ୍ରଫୁଲ୍ଲ ସାମଲ, ବିଧାୟକ ସୁଶାନ୍ତ ସିଂ, ମନ୍ତ୍ରୀ ଟୁକୁନି ସାହୁ, ରୀତା ସାହୁ ଓ ସ୍ନେହାଙ୍ଗିନୀ ଛୁରିଆ ପ୍ରମୁଖ ଉପସ୍ଥିତି ଥିଲେ […]

ଓଡିଶା

ପଦ୍ମପୁରରେ ଶୁଭିଲା ଶଙ୍ଖ…

ଜିତିଲା ମାଟିର ଝିଅ । ୪୨ ହଜାରରୁ ଅଧିକ ଭୋଟରେ ବିଜୟ ହାସଲ କରିଛି ବିଜେଡି । ବାପାଙ୍କ ସ୍ବପ୍ନକୁ ସାକାର କରିବାର ପ୍ରତିଶ୍ରୁତି ନେଇ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିଲେ ସ୍ବର୍ଗତଃ ବିଜୟ ରଞ୍ଜନ ସିଂ ବରିହାଙ୍କ ଝିଅ ବର୍ଷା ସିଂହ ବରିହା । ପଦ୍ମପୁର ଉପନିର୍ବାଚନୀ ଫଳାଫଳ ବର୍ଷାଙ୍କ ସପକ୍ଷରେ ଯାଇଛି । ବର୍ଷା ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ପ୍ରଦୀପ ପୁରୋହିତଙ୍କୁ ୪୨ ହଜାର ୬୫ ଭୋଟରେ ମାତ୍ ଦେଇଛନ୍ତି । ମୋଟ ୧୪ଟି ଟେବୁଲରେ […]

ଓଡିଶା

କିଏ ପିନ୍ଧିବ ମାଟିର ମୁକୁଟ ? ଆସନ୍ତାକାଲି ପଦ୍ମପୁରରେ ମତାଧିକାର ସାବ୍ୟସ୍ତ କରିବେ ମତଦାତା…

ପଦ୍ମପୁର ଉପନିର୍ବାଚନ ପାଇଁ ଗତକାଲି ପ୍ରଚାର ପ୍ରସାର ରହିଛି । ରାତି ପାହିଲେ ନିଜ ନିଜ ମତାଧିକାର ସାବ୍ୟସ୍ତ କରିବା ଭୋଟର । ସୋମବାର ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ନ ୪ଟା ଯାଏ ଚାଲିବ । ନିର୍ବାଚନମଣ୍ଡଳୀରେ ମୋଟ ୩୧୯ଟି ବୁଥ୍ ରହିଥିବାବେଳେ ୧ ହଜାର ୨୭୬ ଜଣ ପୋଲିଂ ଅଧିକାରୀ ୧୨୮ ଜଣ ରିଜର୍ଭ ପୋଲିଂ ଅଧିକାରୀ ରହିବେ । ୬ଟି ପିଙ୍କ୍ ବୁଥ୍ ହୋଇଥିବା ବେଳେ ୧୫ଟି ମଡେଲ୍ ବୁଥ୍ ହୋଇଛି […]

ଓଡିଶା

ଧାମନଗର ପରେ ଏବେ ପଦ୍ମପୁରରେ ବିଜେପିର ସେମ୍ ଷ୍ଟ୍ରାଟେଜି

ପଦ୍ମପୁର ଉପନିର୍ବାଚନ ପାଇଁ ଆଜି ପ୍ରକାଶ ପାଇଛି ବିଧିବଦ୍ଧ ବିଜ୍ଞପ୍ତି । ଆଜିଠୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇ ନଭେମ୍ବର ୧୭ ତାରିଖ ଯାଏଁ ପ୍ରାର୍ଥିପତ୍ର ଦାଖଲ ଶେଷ ହେବ । ୧୮ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ହୋଇ ୨୧ ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର କରିହେବ । ଡିସେମ୍ବର ୫ ତାରିଖରେ ନିର୍ବାଚନ ହେବାକୁ ଥିବାବେଳେ ଡିସେମ୍ବର ୮ରେ ଭୋଟ୍ ଗଣତି ହୋଇ ସେହିଦିନ ଫଳାଫଳ ପ୍ରକାଶ ପାଇବ । ଏ ନେଇ ପଦ୍ମପୁର ଉପଜିଲ୍ଲାପାଳଙ୍କ […]

ଓଡିଶା

ପଦ୍ମପୁରରେ ବିଜେଡି ପାଇଁ ବୁମେରାଂ ହେବେ ବିଜେପିର ଷ୍ଟାର ପ୍ରଚାରକ ସୂରଜ ସୂର୍ଯ୍ୟବଂଶୀ

ପଦ୍ମପୁର ପାଇଁ ବିଜେପିର ଷ୍ଟାର ପ୍ରଚାରକ ସାଜିବେ ସୂରଜ ସୂର୍ଯ୍ୟବଂଶୀ । ବୁଧବାର ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏ ନେଇ ସୂଚନା ଦେଇଛନ୍ତି । ଧାମନଗର ଉପନିର୍ବାଚନରେ ବିଜୟ ହାସଲ କରି ଚର୍ଚ୍ଚାରେ ଥିବା ସୂର୍ଯ୍ୟବଂଶୀ ସୂରଜଙ୍କୁ ପଦ୍ମପୁରରେ ବ୍ୟବହାର କରିବ ବିଜେପି । ଶ୍ରୀ ମିଶ୍ର କହିଛନ୍ତି, ସୂର୍ଯ୍ୟବଂଶୀ ସୂରଜ ଉଚ୍ଚ ଶିକ୍ଷିତ । ସେ ନୂଆ କରି ବିଧାନସଭାକୁ ଆସିଛନ୍ତି । ରାଜନୀତିରେ ନୂଆ ହେଲେ ବି ଜଣେ ପୋଖତ ରାଜନେତା […]