ଓଡିଶା

ଗଜପତିରେ ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ…

ଗଜପତି : ଗଜପତି ଜିଲ୍ଲା ଗୋସାଣି ବ୍ଲକ ଅନ୍ତର୍ଗତ ତଥା ଜୋନ ନମ୍ବର ୭ର ଗାରବନ୍ଧ, ସାରିଆପଲି, ଛତ୍ରପୁର, ବଡ଼କୋତ୍ତୁରୁ, ଘୋରଣୀ, ତାଟିପାତ୍ତି, ଭୂଷକୁଡି, ଗୁରାଣ୍ଡି ଓ ଗୋସାଣି ଗ୍ରାମପଞ୍ଚାୟତରେ ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଜେଡ଼ି ଯୁବନେତା ଇ.ରୂପେଶ ପାଣିଗ୍ରାହୀ, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି.ତିରୁପତି ରାଓ, ଗୋସାଣି ବ୍ଲକ ଅଧ୍ୟକ୍ଷ ଏନ୍ ବୀରରାଜୁ, ଗୋସାଣି ବ୍ଲକ ବିଜେଡ଼ି ସଭାପତି ସିଏଚ୍ […]