ଓଡିଶା

“ପଦାମୃତ ନୃତ୍ୟାୟନ” ପକ୍ଷରୁ ପଦ୍ମଶ୍ରୀ ଗୁରୁ ଗଙ୍ଗାଧର ପ୍ରଧାନ ସ୍ମୃତି ସନ୍ଧ୍ୟା ଆୟୋଜିତ…

ଗଜପତି, ୧୩/୧୨ (ବିବେକାନନ୍ଦ ବେହେରା) : ନୃତ୍ୟ ସଂଗଠନ “ପଦାମୃତ ନୃତ୍ୟାୟନ” ପକ୍ଷରୁ ପଦ୍ମଶ୍ରୀ ଗୁରୁ ଗଙ୍ଗାଧର ପ୍ରଧାନ ସ୍ମୃତି ସନ୍ଧ୍ୟା ସହ ଅନୁଷ୍ଠାନର ୯ମ ବାର୍ଷିକ ଉତ୍ସବ ଆୟୋଜିତ ହୋଇଯାଇଛି । ସ୍ଥାନୀୟ ଟାଉନହଲ୍ ପରିସରରେ ଆୟୋଜିତ ହୋଇଯାଇଥିବା ଏହି ସ୍ମୁତି ସନ୍ଧ୍ୟାରେ ଅତିଥି ଭାବରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଏଲ୍. ଶ୍ରୀନିବାସ ଆଚରୀ, ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା ମଙ୍ଗରାଜ, ପାରଳା ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ବନମାଳୀ ଶତପଥୀ, ପୂର୍ବତନ ନଗରପାଳ […]