ଓଡିଶା ଅନୁସୂଚିତ ଜାତି ଓ ଜନଜାତି କର୍ମଚାରୀ କଲ୍ୟାଣ ପରିଷଦ ସଙ୍ଘ, କନ୍ଧମାଳ ଶାଖାର ଜିଲ୍ଲାସ୍ତରୀୟ ସାଧାରଣ ସଭା…
କନ୍ଧମାଳ, ୧୬/୧ (କୁନା ଦିଗାଲ) : କନ୍ଧମାଳ ଜିଲ୍ଲା ନୂଆଗାଁ ବ୍ଲକ୍ ସାରଙ୍ଗଡ଼ରେ OSCSTEWCC (Regd no. ୮୨/୮୨ of ୧୯୮୨/୮୩) କନ୍ଧମାଳର ଜିଲ୍ଲାସ୍ତରୀୟ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରୁଣ ମୁଖି, ରାଜ୍ୟ କୋଡ଼ିନେଟର୍ ଅର୍ଗାନାଇଜେସନ୍, ସମ୍ପାଦକ ଓ ମିସ୍ ସୁପ୍ରିୟା ପ୍ରଧା. ରାଜ୍ୟ କୋଡ଼ିନେଟର୍ ତଥା ଫାଇନାନ୍ସ ସେକ୍ରେଟାରୀ ଯୋଗ ଦେଇ ଏହି ବୈଠକରେ ଉପସ୍ଥିତ ଥିବା ସମସ୍ତ ସଭ୍ୟସଭ୍ୟାଙ୍କୁ ସଂଗଠିତ ହୋଇ ରହିବା ପାଇଁ […]