ଓଡିଶା ବ୍ୟବସାୟ

ଜଗତସିଂହପୁର ଜିଲ୍ଲା ପ୍ରଶାସନ, ଓରମାସ ଓ ମିଶନ ଶକ୍ତିର ମିଳିତ ସହଯୋଗରେ ପାରାଦ୍ୱୀପରେ ପୋର୍ଟ-ସାଇଡ ଆଉଟଲେଟ ଆଣ୍ଡ କାଫେ ଉଦଘାଟିତ

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ପ୍ରଶାସନ, ଓରମାସ ଓ ମିଶନ ଶକ୍ତିର ମିଳିତ ସହଯୋଗରେ ପାରାଦ୍ୱୀପ ସର୍କିଟ ହାଉସରେ ଉଦଘାଟିତ ହେଲା ପୋର୍ଟ ସାଇଡ ଆଉଟଲେଟ ଆଣ୍ଡ କାଫେ । ଓଡିଶା ଗ୍ରାମୀଣ ବିକାଶ ଏବଂ ମାର୍କେଟିଂ ସୋସାଇଟି  ଏବଂ ମିଶନ ଶକ୍ତି ବିଭାଗ ସହଯୋଗରେ ଏହା ଜିଲ୍ଲା ପ୍ରଶାସନର ଏକ ମହତ୍ ପଦକ୍ଷେପ । ମିଶନ ଶକ୍ତି ମହିଳାଙ୍କ ଦ୍ଵାରା ପ୍ରସ୍ତୁତ କରାଯାଇଛି ଏହି ଆଉଟଲେଟ କାଫେ । ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ […]