ଓଡିଶା

‘ଜୀବିକା ପାଇଁ ବିକେନ୍ଦ୍ରୀତ ଅକ୍ଷୟ ଉର୍ଜାର ସମନ୍ୱୟ ଓ ବ୍ୟବହାର’ ଦିଗରେ ଆଲୋଚନା…

ଭୁବନେଶ୍ୱର, (ଏଫ୍ଟୁଏସ୍) : ଭୁବନେଶ୍ୱରସ୍ଥିତ ଲାଇଫ ହୋଟେଲରେ UNDP, CEEW, CLEAN, GEAPP ଏବଂ ହର୍ଷା ଟ୍ରଷ୍ଟର ମଳିତି ଆନୁକୂଲ୍ୟରର ‘ଜୀବିକା ପାଇଁ ବିକେନ୍ଦ୍ରୀତ ଅକ୍ଷୟ ଉର୍ଜା (Decentralized Renewable Energy) ର ସମନ୍ୱୟ ଓ ବ୍ୟବହାର’ ପାଇଁ ଏକ ପରାମର୍ଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ଓଡିଶାରେ ଜୀବିକାର ବିକାଶ ପାଇଁ କାର୍ଯ୍ୟ କରୁଥିବା ବଭିିନ୍ନ ସରକାରୀ ବିଭାଗ, ସ୍ୱୟଂସେବୀ ସଂଗଠନ, ଶିକ୍ଷାନୁଷ୍ଠାନ, ଉଦ୍ୟୋଗୀ ସଂଗଠନ, ଅନୁସନ୍ଧାନ ଓ ବିକାଶ କାର୍ଯ୍ୟ କରୁଥିବା […]

ଓଡିଶା ବ୍ୟବସାୟ

ଆବଣ୍ଟିତ ଅକ୍ଷୟ ଶକ୍ତିର ସ୍ଥାୟୀ ବିନିଯୋଗ ଦିଗରେ ଅଗ୍ରସର ସେଲକୋ ଫାଉଣ୍ଡେସନ…

ଭୁବନେଶ୍ୱର : ଆବଣ୍ଟିତ ଅକ୍ଷୟ ଶକ୍ତିର ସ୍ଥାୟୀ ବିନିଯୋଗ ଏବଂ ଏଥିପାଇଁ ପ୍ରସ୍ତୁତ ଇକୋସିଷ୍ଟମ୍ ସମ୍ବନ୍ଧୀୟ ଏକ କର୍ମଶାଳା ଭୁବନେଶ୍ୱରସ୍ଥିତ ସୂର୍ଯ୍ୟଂଶ ହୋଟେଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ନାବାର୍ଡ ସିଜିଏମ୍ ଡକ୍ଟର ସୁଧାଂଶୁ କେ.କେ ମିଶ୍ର, ଓରେଡାର ଯୁଗ୍ମ ନିଦେ୍ର୍ଦଶକ ସୌମ୍ୟ ରଞ୍ଜନ ପଣ୍ଡା, କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗର ମୁଖ୍ୟ ଯନ୍ତ୍ରୀ ମୁକ୍ତିକାନ୍ତ ମହାପାତ୍ର ପ୍ରମୁଖ ଯୋଗ ଦେଇ ହିତାଧିକାରୀଙ୍କୁ ଏକତ୍ର କରି ନବୀକରଣ ଯୋଗ୍ୟ ଶକ୍ତି […]