ଓଡିଶା

ଓଡିଆରେ ପରୀକ୍ଷା ଦେଇପାରିବେ ଓଏଏସ ପରୀକ୍ଷାର୍ଥୀ

ଏଣିକି ଓଡ଼ିଆ ଭାଷାରେ ଉତ୍ତର ଲେଖିପାରିବେ ଓଏଏସ ପରୀକ୍ଷାର୍ଥୀ । ଇଂରାଜୀ ଭାଷା ସହ ଓଡ଼ିଆରେ ବି ପ୍ରସ୍ତୁତ ହେବ ପ୍ରଶ୍ନପତ୍ର । ୨୦୧୭ରେ ଇଂରାଜୀରେ ପ୍ରଶ୍ନପତ୍ର ଆସୁଥିବା ବେଳେ ଓଡ଼ିଆ ଭାଷାରେ ଉତ୍ତର ଲେଖିବାକୁ ଅନୁମତି ଦିଆଯାଇଥିଲା । ମାତ୍ର ସଚେତନତା ଅଭାବରୁ ଅନେକ ପରୀକ୍ଷାର୍ଥୀ ଏ ନେଇ ଜାଣିପାରିନଥିଲେ । ପ୍ରିଲିମ୍, ମେନ୍ ଓ ଇଣ୍ଟରଭିୟୁ ସବୁକିଛି ପୂର୍ବରୁ ଇଂରାଜୀରେ ହେଉଥିବାବେଳେ ଏବେ ଓଡ଼ିଆ ଭାଷାରେ ପରୀକ୍ଷା ଦେଇ ହେବ । ଏ ସମ୍ପର୍କରେ ସାଧାରଣ ପ୍ରଶାସନ […]