ଓଡିଶା

ସୈନ୍ୟଙ୍କ ବିରତ୍ୱର ଗାଥା ବଖାଣୁଛି ‘ପରାକ୍ରମ ଶୋଭାଯାତ୍ରା’…

ଅପରେସନ୍ ସିନ୍ଦୁରର ସଫଳତାକୁ ନେଇ ସାରା ଦେଶରେ ଉତ୍ସବମୁଖର । ଓଡିଶାରେ ମଧ୍ୟ ବୀର ସୈନ୍ୟଙ୍କ ପରାକ୍ରମକୁ ସମ୍ମାନ ଜଣାଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ହୋଇଛି ‘ପରାକ୍ରମ ଶୋଭାଯାତ୍ରା’ । ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରୁ ‘ପରାକ୍ରମ ଶୋଭାଯାତ୍ରା’କୁ ପତାକା ଦେଖାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭାରମ୍ଭ କରିଥିଲେ । ଶୋଭାଯାତ୍ରାରେ ଓଡ଼ିଶା ପୋଲିସ, ସିଆରପିଏଫ, ୧୨୦ ବାଟାଲିୟନ, ଏନସିସି, ଟ୍ରାଫିକ ପୋଲିସ, ବିଭିନ୍ନ ସ୍କୁଲ କଲେଜର ଛାତ୍ରଛାତ୍ରୀ, ସାମାଜିକ ଅନୁଷ୍ଠାନ ପକ୍ଷରୁ ବାଇକ୍ ଶୋଭାଯାତ୍ରା […]

ଓଡିଶା ଦେଶ ବିଦେଶ

ସିନ୍ଦୁର ପୂରଣ କଲା ସିନ୍ଦୁରର ପ୍ରତିଶୋଧ…

ଭାରତରେ ଜୟକାର, ପାକିସ୍ତାନରେ ହାହାକାରଆତଙ୍କବାଦ ବିରୁଦ୍ଧରେ ଭାରତର ଏୟାରଷ୍ଟ୍ରାଇକ୍ନିପାତ ହେଲେଣି ୩୦୦ ଆତଙ୍କୀଆତଙ୍କବାଦ ବିରୁଦ୍ଧରେ ଭାରତର କଡା ଆଭିମୁଖ୍ୟ । ରାତିଅଧିଆ ଏୟାରଷ୍ଟ୍ରାଇକରେ ଥରହର ପାକିସ୍ତାନ । ପାକିସ୍ତାନ ଆତଙ୍କୀ ହମଲାର ମୁହଁତୋଡ ଜବାବ ଦେଇଛି ଭାରତୀୟ ସେନା । ପାକିସ୍ତାନ ଆତଙ୍କବାଦ ବିରୋଧରେ ମଙ୍ଗଳବାର ରାତିରେ ଆରମ୍ଭ ହୋଇଛି ‘ଅପରେସନ୍ ସିନ୍ଦୁର’ । ଏବେ ଯାଏଁ ୯ ଟି ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ କରିଛି ଭାରତୀୟ ବାୟୁସେନା । ଏପ୍ରିଲ୍ ୨୨ ରେ କାଶ୍ମୀର […]