ଓଡିଶା କ୍ରୀଡା

ବାରବାଟୀରେ ଟି-୨୦ ମ୍ୟାଚ୍ ପାଇଁ ବୁଧବାରରୁ ମିଳିବ ଅନଲାଇନ୍ ଟିକେଟ୍ । ଜାଣନ୍ତୁ କେଉଁ ସାଇଟ୍ ଯୋଗେ କରିପାରିବେ ଟିକେଟ୍ ବୁକିଂ

ବାରବାଟୀ ଟି- ୨୦ ପାଇଁ ଆସନ୍ତାକାଲି ସକାଳ ୧୧ଟାରୁ ଆରମ୍ଭ ହେବ ଅନଲାଇନ୍ ଟିକେଟ୍ ବିକ୍ରି । ଜୁନ୍ ୧୨ରେ ବାରବାଟୀରେ ହେବ ଭାରତ-ଦକ୍ଷିଣଆଫ୍ରିକା ଟି-୨୦ ମ୍ୟାଚ୍ । ପେଟିଏମ୍ ଇନସାଇଡର ଆପ୍, ପେଟିଏମ୍ ଆପରେ ଅନଲାଇନ୍ ଟିକେଟ୍ ବୁକ୍ କରିପାରିବେ ଦର୍ଶକ । ୫ ହଜାର ଟିକେଟ୍ ଅନ୍‌ଲାଇନରେ ବିକ୍ରି କରାଯିବ । ପରିଚୟ ପତ୍ର ଦେଇ ଜଣେ ବ୍ୟକ୍ତି ଦୁଇଟି ଟିକେଟ୍ ବୁକ୍ କରିପାରିବେ । ଗ୍ୟାଲେରୀ ନମ୍ବର ୨, ୪, ୭, ସ୍ପେଶାଲ […]