ଟ୍ରେଣ୍ଟିଂ ଦେଶ ବିଦେଶ

ଓଏନଜିସି ତୈଳ କମ୍ପାନୀର ଅଧ୍ୟକ୍ଷ ହେଲେ ଜଣେ ମହିଳା, ଦେଶର ଇତିହାସରେ ପ୍ରଥମ

ଦେଶର ଇତିହାସରେ ପ୍ରଥମଥର ପାଇଁ ଜଣେ ମହିଳା ଓଏନଜିସି ଭଳି ତୈଳ କମ୍ପାନୀର ଅଧ୍ୟକ୍ଷ ହୋଇଛନ୍ତି । ଓଏନଜିସିର ଚେୟାରମ୍ୟାନ୍ ତଥା ପରିଚଳନା ନିର୍ଦ୍ଦେଶକ ଶଶୀ ଶଙ୍କର ମାର୍ଚ୍ଚ ୩୧, ୨୦୨୧ରୁ ଅବସର ନେବା ପରେ ଏହି ସ୍ଥାନରେ ସୁଭାଷ କୁମାରଙ୍କୁ ଅତିରିକ୍ତ ଦାୟିତ୍ବ ପ୍ରଦାନ କରିଥିଲେ । ତେବେ ସେ ମଧ୍ୟ ୨୦୨୧ ଡିସେମ୍ବର ୩୧ରେ ଅବସର ନେଇଥିଲେ । ଏବେ ତାଙ୍କ ସ୍ଥାନରେ ଡ. ଅଳକା ମିତ୍ତଲ ନିଯୁକ୍ତି ପାଇଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ […]