ସିଏସଆଇ୍ଆର-ଆଇଏମ୍ଏମଟି ଭୁବନେଶ୍ୱରରେ ୱାନ୍ ଉଇକ ୱାନ୍ ଲ୍ୟାବ୍ କାର୍ଯ୍ୟକ୍ରମ ଅନୁଷ୍ଠିତ….
ଭୁବନେଶ୍ୱର : ସିଏସ୍ଆଇଆର-ଆଇଏମ୍ଏମଟି ଭୁବନେଶ୍ୱରରେ ୱାନ୍ ଉଇକ୍ ୱାନ୍ ଲ୍ୟାବ୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଚଳିତ ମାସ ୧୧ରୁ ୧୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ସିଏସ୍ଆଇଆର-ଆଇଏମ୍ଏମଟିର ନିଦେ୍ର୍ଦଶକ ଡ଼ ରାମାନୁଜ ନାରାୟଣ ‘ୱାନ୍ ଉଇକ୍ ୱାନ୍ ଲ୍ୟାବ୍’ କାର୍ଯ୍ୟକ୍ରମର ଉଦଘାଟନ କରି କହିଥିଲେ ଯେ, ଏହି କାର୍ଯ୍ୟକ୍ରମର ଉଦେ୍ଦଶ୍ୟ ହେଉଛି ସିଏସ୍ଆଇଆର-ଆଇଏମ୍ଏମ୍ଟି ଓ ସାମ୍ଭାବ୍ୟ ହିତାଧିକାରୀଙ୍କ ମଧ୍ୟରେ ଉପଲବ୍ଧ ପ୍ରଯୁକ୍ତି ବିଦ୍ୟା, ଖଣିଜ ପଦାର୍ଥ, ସାମଗ୍ରୀ ଏବଂ ପରିବେଶ ସ୍ଥିରତା […]