ଓଡିଶା କଳା ସଂସ୍କୃତି

ବାବା ଦଣ୍ଡିଶ୍ୱରଙ୍କ ମସ୍ତକରେ ଲାଗି ହେଲା ଏକ ଲକ୍ଷ ବେଲପତ୍ର । ମିଳିଲା ଆଜ୍ଞାମାଳ, ଏଥର ହେବ ବିଶ୍ଵଶାନ୍ତି ପଞ୍ଚ ମହାଯଜ୍ଞ

ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କୋଦଳାର ଆରାଧ୍ୟ ଦେବତା ବାବା ଶ୍ରୀ ଶ୍ରୀ ଦଣ୍ଡିଶ୍ୱର ମହାଦେବଙ୍କ ମସ୍ତକରେ ଏକ ଲକ୍ଷ ବେଲପତ୍ର ସହିତ ଚନ୍ଦନ ଲେପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ 8 ବର୍ଷ ପରେ ଅଞ୍ଚଳବାସୀ ବାବା ଦଣ୍ଡିଶ୍ବର ମହାଦେବଙ୍କ ଏଭଳି ଦିବ୍ୟ ପୂଜାର୍ଚ୍ଚନାର ସୌଭାଗ୍ୟ ପାଇଥିବାରୁ ସେମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଆଜ୍ଞାମାଳ ପାଇଲେ ହେବ ମହାଯଜ୍ଞ । ଏଥିପାଇଁ ଅପେକ୍ଷା କରିଥିଲେ ହଜାର ହଜାର ଭକ୍ତ […]