ଆସନ୍ତା ୨୧ ରୁ ବଢ଼ିବ ଓମଫେଡ୍ କ୍ଷୀର ଦର । ଜାଣନ୍ତୁ କେଉଁ କ୍ଷୀରର ଦାମ୍ କେତେ ହେବ ?
ବଢ଼ିବ ଓମଫେଡ୍ କ୍ଷୀର ଦର । ଆଉ ସାଧାରଣ ଜନତାଙ୍କ ପାଇଁ ନୂଆ ଦର ଲାଗୁ ହେବ ଆସନ୍ତା ୨୧ ତାରିଖରୁ । ଦୁଗ୍ଧ ଉତ୍ପାଦନ ସହ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ଜଡିତ ବିଭିନ୍ନ ସାମଗ୍ରୀର ମୂଲ୍ୟ ବୃଦ୍ଧି ହୋଇଛି । ଓମଫେଡ କ୍ଷୀର ଲିଟର ପିଛା ୨ ଟଙ୍କା ବୃଦ୍ଧି ପାଇବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି । ବିଜୁଳି, ପ୍ୟାକେଜିଂ, ପରିବହନ ଓ ଗାଈର ଦାନା ମୂଲ୍ୟ ବୃଦ୍ଧି ପାଉଛି । ତେଣୁ କ୍ଷୀର […]