ଓଡିଶା

ହକ୍ ପାଇଁ ଲଢୁଛି ମା ଛତରାଇ ଦୁଗ୍ଧ ସମବାୟ ସମିତି…

ଜଗତସିଂହପୁର, (ଫ୍ରିଟୁସ୍ପିକ୍/ ଶ୍ରୀରାଜ ସାହୁ) : ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ତରାସାହି ଗ୍ରାମର ମା ଛତରାଇ ଦୁଗ୍ଧ ସମବାୟ ସମିତିର ପ୍ରାୟ 300 ଜଣ ଦୁଗ୍ଧ ଚାଷୀଙ୍କଠାରୁ ଦୁଗ୍ଧ ସଂଗ୍ରହ କରି ଓମ୍ଫେଡ଼କୁ ଦେଇଥାନ୍ତି । ତେବେ ସେହି ଗ୍ରାମର ସରପଞ୍ଚ ମଧ୍ୟ ବେନାମୀ କ୍ଷୀର ବ୍ୟବସାୟୀ କରନ୍ତି । ଏହା ସହିତ ମା ଛତରାଇ ଦୁଗ୍ଧ ସମବାୟ ସମିତିଠାରୁ କ୍ଷୀର ନେଇ ଭୁବନେଶ୍ୱରରେ ବ୍ୟବସାୟ କରିବା ସହିତ ଲକ୍ଷାଧିକ ଟଙ୍କା ବାକି ମଧ୍ୟ ରଖିଛନ୍ତି […]

ଓଡିଶା

୧ ଲିଟର କେମିକାଲରେ ପ୍ରସ୍ତୁତ ହେଉଛି ୫୦୦ ଲିଟର କ୍ଷୀର…

ଭୁବନେଶ୍ୱର, (ଏଫ୍ଟୁଏସ୍) : ଆପଣ ପ୍ୟାକେଟ୍ କ୍ଷୀର କିଣି ଖାଉଛନ୍ତି କି ? ହୁସିଆର ! କ୍ଷୀରରେ ହେଉଛି ଅପମିଶ୍ରଣ । ଏକ ଲିଟର କେମିକାଲରେ ପ୍ରସ୍ତୁତ ହେଉଛି ୫୦୦ ଲିଟର କ୍ଷୀର । ଆଉ ସେଥିରେ ମିଶୁଛି ଏକ୍ସପରୀ ସାକାରିନ୍ । ଆପଣ ଚାହିଁଲେ ବି କୌଣସି ଉପାୟରେ ଜାଣି ପାରିବେ ନାହିଁ, ଏହା ଅସଲି କି ନକଲି । କ୍ଷୀର ପରି ବାସ୍ନା ଏବଂ କ୍ଷୀରର ସ୍ୱାଦ ରହିଥିଲେ ମଧ୍ୟ ତାହା ଯେ କୌଣସି […]

ଓଡିଶା

ବଢ଼ୁଛି ଓମଫେଡ୍ ଘିଅର ଚାହିଦା…

ଭୁବନେଶ୍ୱର, (ଏଫ୍ଟୁଏସ୍) : ଓମଫେଡ୍ ଘିଅର ଚାହିଦା ଏବେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଓମଫେଡ୍ ୧୯୯୬-୯୭ ଆର୍ଥିକ ବର୍ଷରୁ ଘିଅ ଉତ୍ପାଦନ ଆରମ୍ଭ କରିଥିଲା । ଆରମ୍ଭରେ ଓମଫେଡ୍ ର ଉତ୍ପାଦନ କ୍ଷମତା ଥିଲା ମାତ୍ର ୪-୫ ମେଟ୍ରିକ ଟନ୍ । ସେତେବେଳେ ବିକ୍ରି ହେଉଥିଲା ମାସିକ ୧.୫ ମେଟ୍ରିକ୍ ଟନ୍ । ମାତ୍ର ଆଜିକା ଦିନରେ ଏହାର ଦୈନିକ ଉତ୍ପାଦନ କ୍ଷମତା ୧୦ ମେଟ୍ରିକ୍ ଟନ୍ କୁ ବୃଦ୍ଧି ପାଇଛି । […]

ଓଡିଶା

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଘୋଳଦହି ବଣ୍ଟନ କରୁଛି ଓମଫେଡ୍…

ନୂଆପଲ୍ଲୀ ଏବଂ ବରମୁଣ୍ଡା ବସଷ୍ଟାଣ୍ଡରେ ୩ ହଜାର ପ୍ୟାକେଟ୍ ଘୋଳଦହି ବଣ୍ଟନଭୁବନେଶ୍ୱର, ୦୮/୫ : ରାଜ୍ୟରେ ଜାରି ରହିଛି ପ୍ରବଳ ଗ୍ରୀଷ୍ମ ପ୍ରବାହ । ଖାସ କରି ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ଏହାର ପ୍ରଭାବ ପରିଲକ୍ଷିତ ହେଉଛି । ପାରଦ ସଦାବେଳେ ଉପର ମୁହାଁ ହୋଇ ରହିଥିବାରୁ ବିଭିନ୍ନ ସ୍ୱେଚ୍ଛାସେବୀ, ସଂଗଠନ, ସରକାରୀ, ବେସରକାରୀ, ଅର୍ଦ୍ଧସରକାରୀ ସଂସ୍ଥା ଜଳଛତ୍ରଠାରୁ ଆରମ୍ଭ କରି ଅବଢା ତୋରାଣୀ ପର୍ଯ୍ୟନ୍ତ ପଥଚାରୀଙ୍କୁ ବଣ୍ଟନ କରୁଛନ୍ତି । ଏଥିରେ ଆଉ ପାଦେ […]

ଓଡିଶା ଟ୍ରେଣ୍ଟିଂ

ଆସନ୍ତା ୨୧ ରୁ ବଢ଼ିବ ଓମଫେଡ୍ କ୍ଷୀର ଦର । ଜାଣନ୍ତୁ କେଉଁ କ୍ଷୀରର ଦାମ୍ କେତେ ହେବ ?

ବଢ଼ିବ ଓମଫେଡ୍ କ୍ଷୀର ଦର । ଆଉ ସାଧାରଣ ଜନତାଙ୍କ ପାଇଁ ନୂଆ ଦର ଲାଗୁ ହେବ ଆସନ୍ତା ୨୧ ତାରିଖରୁ । ଦୁଗ୍ଧ ଉତ୍ପାଦନ ସହ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ଜଡିତ ବିଭିନ୍ନ ସାମଗ୍ରୀର ମୂଲ୍ୟ ବୃଦ୍ଧି ହୋଇଛି । ଓମଫେଡ କ୍ଷୀର ଲିଟର ପିଛା ୨ ଟଙ୍କା ବୃଦ୍ଧି ପାଇବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି । ବିଜୁଳି, ପ୍ୟାକେଜିଂ, ପରିବହନ ଓ ଗାଈର ଦାନା ମୂଲ୍ୟ ବୃଦ୍ଧି ପାଉଛି । ତେଣୁ କ୍ଷୀର […]