ଓଡିଶା ମନୋରଞ୍ଜନ

ଖୁବ୍ ଶୀଘ୍ର ରିଲିଜ୍ ହେବାକୁ ଯାଉଛି ସମ୍ବଲପୁରୀ ଗୀତ ‘ମୁଇଁ ନାଚମି ସମ୍ବଲପୁରୀ’

ରେଡକ୍ରାବ ଏଣ୍ଟରଟେନମେଣ୍ଟ ବ୍ୟାନରରେ ପ୍ରସ୍ତୁତ ‘ମୁଇଁ ନାଚମି ସମ୍ବଲପୁରୀ’ ଗୀତ ଖୁବଶୀଘ୍ର ରିଲିଜ୍ ହେବାକୁ ଯାଉଛି । ଏଥିରେ କଣ୍ଠଶିଳ୍ପୀ ଇପସିତ୍ ଏବଂ ଜ୍ୟେର୍ତିମୟୀଙ୍କ ଡୁଏଟ୍ ଝଲକ ଦେଖିବେ ଦର୍ଶକ ।