‘ଓଳକଣା ମେଳନ ଆଳିରାଜା ଝୁଲଣ, ଅସୁରେଶ୍ୱର ରାମନବମୀ ପୁରସ୍ତମ ଚନ୍ଦନ’…
ସାଲେପୁର : ଅଭିଭକ୍ତ କଟକ ଜିଲ୍ଲାର ଶେଷସୀମା କେନ୍ଦ୍ରାପଡ଼ା ଓ ଯାଜପୁର ଜିଲ୍ଲାର ସମ୍ମିଳିତ ସଙ୍ଗମ ସ୍ଥଳ, ଓଳକଣାରେ ପୁରାଣ ପ୍ରସିଦ୍ଧ ଓଳକଣା ଦୋଳ ମେଳଣ ଅନୁଷ୍ଠିତ ହୋଇଯାଇଛି । କଥାରେ ଅଛି ‘ଓଳକଣା ମେଳନ ଆଳିରାଜା ଝୁଲଣ, ଅସୁରେଶ୍ୱର ରାମନବମୀ ପୁରସ୍ତମ ଚନ୍ଦନ’ । ଏହି ପୁରାଣ ପ୍ରସିଦ୍ଧ ମେଳଣ କାହିଁ କେଉଁ କାଳରୁ ହୋଇ ଆସୁଅଛି l ପୂରାଣ ଯୁଗର କିମ୍ବଦନ୍ତୀ ଅନୁଯାୟୀ, ପାଣ୍ଡବମାନେ ପଶା ଖେଳରେ କୌରବଙ୍କଠାରୁ ହାରିଯିବା ଫଳରେ ୧୨ ବର୍ଷ […]