ଓଡିଶା

“ଜ୍ୟୋତି କଳା ମନ୍ଦିର” ଓଡିଶୀ ସମ୍ମାନ ଉତ୍ସବ ପାଳିତ…

ଭୁବନେଶ୍ୱର : ଚାରିଟେବଲ୍ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ “ଜ୍ୟୋତି କଳା ମନ୍ଦିର” ମୁଖ୍ୟାଳୟ କାଲିଫର୍ଣ୍ଣିଆ, ଆମେରିକାର ଓଡ଼ିଶା ଶାଖା ଲିଙ୍ଗିପୁର, ଭୁବନେଶ୍ୱରର ବାର୍ଷିକ ଉତ୍ସବ (ଓଡ଼ିଶୀ ସମ୍ମାନ) ଅନୁଷ୍ଠିତ ହୋଇଯାଇଛି । ଏହାର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ଦିଲ୍ଲୀପ ରାଉତରାୟ (ଆଇଏଏସ୍), ଶ୍ରୀମତୀ ସୁଲତା ଦେଓ (ରାଜ୍ୟସଭା ସାଂସଦ), ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ପାଇକରାୟ (କାପୋକ୍) ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଗୁରୁ ଶ୍ରୀମତୀ ଚପଳା ମିଶ୍ର, ଗୁରୁ ସୁଶ୍ରୀ […]

ଓଡିଶା

ନୃତ୍ୟନିପୁଣା ଅନୁଷ୍ଠାନ ପକ୍ଷରୁ ଜାତୀୟ ସ୍ତରୀୟ ନୃତ୍ୟ ମହୋତ୍ସବ

ଭୁବନେଶ୍ୱର, ୨୬/୧୧ (ନି.ପ୍ର.) : ଜୟଦେବ ବିହାରସ୍ଥିତ ‘ଉତ୍କଳ ରଙ୍ଗମଂଚ’ (ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରଠାରେ ) ‘ନୃତ୍ୟନିପୁଣା ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ତରଫରୁ ‘ଜାତୀୟ ସ୍ତରୀୟ ନୃତ୍ୟ ମହୋତ୍ସବ ଆୟୋଜିତ ହୋଇଯାଇଛି । ଏଥିରେ ଓଡ଼ିଶା ତଥା ରାଜ୍ୟ ବାହାରୁ ବିଭିନ୍ନ କ୍ଲାସିକାଲ ଏବଂ ସମ୍ବଲପୁରୀ ଫୋକ୍ ନୃତ୍ୟଶିଳ୍ପୀ ମାନେ ଯୋଗଦେଇଥିଲେ ଏବଂ ଓଡ଼ିଶୀ ନୃତ୍ୟ, ଭଜନ ନୃତ୍ୟ , ଭାରତନାଟ୍ୟମ୍, ବିହୁ ଏବଂ ସମ୍ବଲପୁରୀ ନୃତ୍ୟ ଇତ୍ୟାଦି ପରିବେଷଣ କରିଥିଲେ । […]

ଓଡିଶା କଳା ସଂସ୍କୃତି

ରବିନ୍ଦ୍ର ମଣ୍ଡପରେ ଏକାଦଶ ରଜ ପ୍ରତିଭା ଉତ୍ସବ ଅନୁଷ୍ଠିତ

ଭୁବନେଶ୍ବର : ଭୁବନେଶ୍ବରସ୍ଥିତ ରବିନ୍ଦ୍ର ମଣ୍ଡପରେ ଏକାଦଶ ରଜ ପ୍ରତିଭା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଆୟୋଜିତ ଉତ୍ସବର ପ୍ରଥମ ଅଧିବେଶନରେ ନୃତ୍ୟଗୁରୁ ଗଜେନ୍ଦ୍ର ପଣ୍ଡା, ସଭାପତି ମୟୂର ଆର୍ଟ ସେଣ୍ଟରର ପ୍ରଦୀପ ମିଶ୍ର, ମହିଳା ଉଦ୍ୟୋଗୀ ଶୁଶ୍ରୀ ସୋନାଲୀ ଶତପଥୀ, ନୃତ୍ୟ ପ୍ରତିଭାର ସଭାପତି ଡ. ରଜନୀ ରଞ୍ଜନ ଦାଶ, ଉପ ସଭାପତି ବଙ୍କିମ ଚନ୍ଦ୍ର ନାୟକ, ସଂପାଦିକା ଗୁରୁ ପ୍ରତିଭା ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ l ଏହି ଅବସରରେ ଓଡିଶାର ବିଭିନ୍ନ ସ୍ଥାନରୁ […]

ଓଡିଶା କଳା ସଂସ୍କୃତି

“ପଦ୍ମଶ୍ରୀ ଗୁରୁ ଗଙ୍ଗାଧର ପ୍ରଧାନ ସ୍ମୃତି ସନ୍ଧ୍ୟା” ଆୟୋଜିତ

ଗଜପତି (ବିବେକାନନ୍ଦ ବେହେରା): ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡିର ଅଗ୍ରଣୀ ସାଂସ୍କୃତିକ ସଂଗଠନ ପଦାମୃତ ନୃତ୍ୟାୟନ ଦ୍ଵାରା “ପଦ୍ମଶ୍ରୀ ଗୁରୁ ଗଙ୍ଗାଧର ପ୍ରଧାନ ସ୍ମୃତି ସନ୍ଧ୍ୟା” ଆୟୋଜିତ ହୋଇଯାଇଛି । ସ୍ଥାନୀୟ ଟାଉନ ହଲ୍ ପରିସରରେ ଅନୁଷ୍ଠିତ ଏହି ସ୍ମୃତି ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବରେ ବିଧାୟକ କେ. ନାରାୟଣ ରାଓ, ସମ୍ମାନିତ ଅତିଥି ଭାବରେ ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା ମଙ୍ଗରାଜ, ପୌରାଧକ୍ଷା ନିର୍ମଳା ସେଠୀ, ସମ୍ପାଦକ ଭକ୍ତି ସଙ୍ଗୀତ ସଂସଦ ପୂର୍ଣ୍ଣଚନ୍ଦ୍ର ରଥ, ପୂର୍ବତନ […]