ଭଙ୍ଗା କୁଡିଆରେ ବିତୁଛି ୬ ପ୍ରାଣୀଙ୍କ ଜୀବନ । ବାରମ୍ବାର ଗୁହାରୀ ପରେ ବି ଶୁଣୁନି ପ୍ରଶାସନ…
ବେଗୁନିଆପଡା: ଭଙ୍ଗା କୁଡିଆରେ ବିତୁଛି ୬ ପ୍ରାଣୀଙ୍କ ଜୀବନ । ଏ ଦୁର୍ଦ୍ଦଶା ଆଜିକାର ନୁହେଁ । ଦୀର୍ଘ ୧୦ ବର୍ଷ ହେଲାଣି ଏକ ଭଙ୍ଗା ଚାଳ କୁଡିଆରେ ବହୁ ଦୁଃଖ କଷ୍ଟରେ ବସବାସ କରୁଛନ୍ତି ରମା ନାହକ । ଏ ଦୃଶ୍ୟ ହେଉଛି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ କୁମ୍ଭାରଗାଁ ପଞ୍ଚାୟତ ତାଳଗାଁ ଗ୍ରାମର ରମା ନାହକଙ୍କର । ସ୍ବାମୀ ଦୁଇ ଝିଅ ଓ ଦୁଇ ପୁଅଙ୍କୁ ନେଇ ରମାଙ୍କ ସଂସାର । ସ୍ବାମୀ […]