ଓଡିଶା

ଇଣ୍ଟରନେଟ୍ ଯୁଗରେ ନେଟୱାର୍କ ପାଇଁ ସମସ୍ୟା, ମୌଳିକ ସୁବିଧାରୁ ବଞ୍ଚିତ ବାଗୁଲୀ ଗ୍ରାମବାସୀ…

ଢେଙ୍କାନାଳ, (ଏଫ୍ଟୁଏସ୍/ ସୁଜିତ୍ କୁମାର ବେହେରା) : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ଦଣ୍ଡିରୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାଗୁଲୀ ଗ୍ରାମ । ଏହି ଗ୍ରାମର ଦୂରାବସ୍ଥା ସମ୍ପର୍କରେ ନ କହିବା ଭଲ । ଦିନେ ନଗଡା ସମଗ୍ର ବିଶ୍ୱରେ ଓଡ଼ିଶାର ଛବିକୁ ଏକ ଗରିବ ରାଜ୍ୟର ମାନଦଣ୍ଡ ଉପରେ ଦଣ୍ଡାୟମାନ କରିଥିଲା । ଆମ ରାଜ୍ୟ ଆସନ୍ତା ୨୦୩୬ ବେଳକୁ ବିକଶିତ ରାଜ୍ୟର ଦୌଡରେ ସାମିଲ ହେବାର ସ୍ୱପ୍ନ ଦେଖୁଛି । କିନ୍ତୁ ବାଗୁଲୀ ଗ୍ରାମର […]

ଓଡିଶା

ୱାର୍ଡ ସଭ୍ୟସଭ୍ୟାଙ୍କ ପାଇଁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ବେଗୁନିଆପଡା (ବାପୁନି କୁମାର ମାଲୁ): ରାଜ୍ୟ ପଞ୍ଚାୟତରାଜ ଓ ପାନୀୟଜଳ ବିଭାଗର ନିର୍ଦେଶକ୍ରମେ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ବିକାଶ’ ଆନୁକୂଲ୍ୟରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକର ବେଗୁନିଆପଡା ସ୍ଥିତ ମା ମଙ୍ଗଳା ଗୋଷ୍ଠୀ ସାଧନ କେନ୍ଦ୍ରରେ ୱାର୍ଡ ସଭ୍ୟସଭ୍ୟାଙ୍କ ପ୍ରଶିକ୍ଷଣ ଶିବିରର ଶୁଭାରମ୍ଭ ହୋଇଯାଇଛି । ଏହି ଶିବିରକୁ ଏବିଡ଼ିଓ ନିରଞ୍ଜନ ବେହେରା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମରେ ତାଲିମଦାତା ଅରୁଣ କୁମାର ଶତପଥୀ, ଏମ୍ ସୁନିତା ରାଓ, ବିକାଶର ସମ୍ପାଦକ ଗୋକୁଳ ଚନ୍ଦ୍ର ଦାସ, […]

ଓଡିଶା

ବିଜେଡି କହୁଛି ଆମେ ବିକାଶ କରୁଛୁ, ହେଲେ ଗ୍ରାମବାସୀଙ୍କ ସ୍ବର ହୀନସ୍ତା ହେଉଛୁ !

ବିକାଶର ଚିତ୍ରକୁ ନେଇ ପ୍ରଚାର ପ୍ରସାର କରୁଛି ବିଜେଡି । ରାଜ୍ୟକୁ ଗରିବମୁକ୍ତ କରିବା ପାଇଁ ଅଭିଯାନ ମଧ୍ୟ ଚଳାଇଛି । ଏହା ସହ ନିକଟରେ ଜନସମ୍ପର୍କ ପଦଯାତ୍ରା କରି ଲୋକଙ୍କ ନିକଟତର ହୋଇଛନ୍ତି ବିଜେଡି ନେତା ଓ କର୍ମୀ । ହେଲେ ଏ ଚିତ୍ର ଦେଖିବା ପରେ ଲାଗୁନି ଯେ ଜନତାଙ୍କ ସେବାରେ କାର୍ଯ୍ୟ କରୁଛନ୍ତି ଦଳୀୟ ନେତା ଓ କର୍ମୀ । ଜନସମ୍ପର୍କ କେବଳ ଲୋକଦେଖାଣିଆ ଭଳି ମନେ ହେଉଛି । କାରଣ ବିକାଶ […]