ଓଡିଶା

ଧାରଣାରେ ଶିକ୍ଷକ…

ଗଜପତି : ଗଜପତି ଜିଲ୍ଲା ଗୋଷାଣୀ ବ୍ଳକର ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡରେସନ ପକ୍ଷରୁ ଗୋଷାଣୀ ବ୍ଳକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକମାନେ ଧାରଣା ଦେଇଛନ୍ତି । ରାଜ୍ୟ ସଙ୍ଘ ଓ ଜିଲ୍ଲା ସଙ୍ଘର ନିର୍ଦ୍ଦେଶ କ୍ରମେ ତିନି ଦଫା ଦାବି ନେଇ ବ୍ଳକରେ ଧାରଣା ଦେଇଛନ୍ତି ଶତାଧିତ ଶିକ୍ଷକ-ଶିକ୍ଷୟତ୍ରୀ । ଚୁକ୍ତି ଭିତ୍ତିକ ପ୍ରଥା ଉଚ୍ଛେଦ, ଜାତୀୟ ହାରରେ ଦରମା ପ୍ରଦାନ ଏବଂ ନୂତନ ପେନସନ ଯୋଜନା ଉଚ୍ଛେଦ […]

ଓଡିଶା

ତେଜୁଛି ଶିକ୍ଷକ ଆନ୍ଦୋଳନ । ଏପଟେ ସରକାରଙ୍କ ନିର୍ଦ୍ଦେଶ କାର୍ଯ୍ୟରେ ଯୋଗ ଦିଅ …

ଜଗତସିଂହପୁର : ଗୋଟେପଟେ ରାଜ୍ୟବ୍ୟାପୀ ଶିକ୍ଷକମାନେ ସମୂହ ଛୁଟିରେ ରହି ନିଜର ନ୍ୟାର୍ଯ ଦାବି ପାଇଁ ଲଢେଇ ଜାରି ରଖିଥିବାବେଳେ ଅପରପକ୍ଷେ ଆନ୍ଦୋଳନକୁ ପରିତ୍ୟାଗ କରି କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ଜଗତସିଂହପୁର ଜିଲ୍ଲା ଶାଖା ପକ୍ଷରୁ ୩ ଦଫା ଦାବି ନେଇ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗତ ୮ ତାରିଖରୁ ଧାରଣା ଦେଇଛନ୍ତି ଶିକ୍ଷକ-ଶିକ୍ଷୟତ୍ରୀ । କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ, […]

ଓଡିଶା

ଶିକ୍ଷକ-ସରକାରଙ୍କ ଲଢେଇରେ ପେଶି ହେଉଛି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ…

କୋଟପାଡ଼ : ସର୍ବବର୍ଗ ପ୍ରାଥମିକ ଶିକ୍ଷକ ସଙ୍ଘ ଓଡିଶାର ଆହ୍ବାନ କ୍ରମେ ରାଜ୍ୟର ସମସ୍ତ ସରକାରୀ ସ୍କୁଲରେ ତାଲା ପଡିଛି । ରାଜ୍ୟ ସରକାର ଗୁରୁଦିବସ ଦିନ ଶିକ୍ଷକମାନଙ୍କ ନାର୍ଯ୍ୟ ଦାବି ପୂରଣ ପାଇଁ ପ୍ରତିଶୃତି ଦେଇଥିଲେ କିନ୍ତୁ ତାହା ପୂରଣ ହୋଇପାରିନି l ଏ ନେଇ ସେପ୍ଟେମ୍ବର ୮ ତାରିଖରୁ ରାଜ୍ୟବ୍ୟାପୀ ତାଲା ବନ୍ଦ ଆନ୍ଦାଳନ ଜାରି ରହିଥିବା ବେଳେ କୋଟପାଡ଼ ବ୍ଲକ ସର୍ବବର୍ଗ ଶିକ୍ଷକ ସଙ୍ଘ ପକ୍ଷରୁ ମଧ୍ୟ ତାଲାବନ୍ଦ ଆନ୍ଦଳନ ଦେଖିବାକୁ ମିଳିଛି […]

ଓଡିଶା

ଧାରଣାରେ ଶିକ୍ଷକ । ପିଲାଙ୍କ ଭବିଷ୍ୟତ ଏବେ ଅନ୍ଧାର ହେବାକୁ ବସିଛି…

କୋରାପୁଟ : କେରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ଶିକ୍ଷକଶିକ୍ଷୟିତ୍ରୀମାନେ ୩ ଦଫା ଦାବି ନେଇ ସମୁହ ଛୁଟିରେ ରହିବା ସହ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ଶିକ୍ଷକଙ୍କ ଏହି ଧାରଣା କାରଣରୁ ୯୦ରୁ ଅଧିକ ସ୍କୁଲରେ ତାଲା ଝୁଲିବା ସହ ପାଠପଢା ସମ୍ପୂର୍ଣ୍ଣ ଠପ୍ ହୋଇପଡିଛି । ସେପଟେ ସୋମବାର ଦିନଠାରୁ ମଧ୍ୟ ମଧ୍ୟାହ୍ନ ଭୋଜନ ବନ୍ଦ କରାଯିବ ବୋଲି ଆନ୍ଦୋଳନକାରୀ ଶିକ୍ଷକଶିକ୍ଷୟିତ୍ରୀ କହିଛନ୍ତି । ଫଳରେ […]