ଓଡିଶା

ସୁଯୋଗ ମିଳିଲେ ରାଜନୀତିରେ ପାଦ ଥାପିବେ ପାରଳା ଗଜପତି ବଂଶର ଦାୟଦ ରାଜକୁମାରୀ ନବନିତା ଗଜପତି

ରାଜ୍ୟ ରାଜନୀତିରେ ପାରଳା ରାଜବଂଶର ସବୁବେଳେ ପ୍ରମୁଖ ଭୂମିକା ରହି ଆସିଛି । ଏବେ ପାରଳା ଗଜପତି ବଂଶର ଆଉ ଜଣେ ଦାୟଦ ରାଜନୀତିରେ ପାଦ ଥାପିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିବା ବେଳେ ତାଙ୍କ ଦାୟଦ ଗୋପୀନାଥ ଗଜପତି ଦୁଇଥର ବ୍ରହ୍ମପୁର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ତେବେ ଏହି ରାଜବଂଶକୁ ନେଇ ଏବେ ପୁଣି ଚର୍ଚ୍ଚା ଜୋର ଧରିଛି । ଗୋପୀନାଥଙ୍କ […]