ଆରମ୍ଭ ହେଲା ଓଡିଶା ପ୍ଲାଷ୍ଟ ଏକ୍ସପୋ ଏବଂ ପ୍ରୋପ୍ୟାକ୍-୨୦୨୩…
ଭୁବନେଶ୍ୱର : ଓଡିଶା ଆସେମ୍ବଲି ସ୍ମଲ ଏବଂ ମିଡିୟମ୍ ଏଣ୍ଟରପ୍ରାଇଜ୍ (ଓଏଏସଏମଇ) ଏବଂ ଫ୍ୟୁଚରେକ୍ସ ଗ୍ରୁପ୍ ଦ୍ୱାରା ଏମଏସଏମଇ ମନ୍ତ୍ରଣାଳୟ, ଭାରତ ସରକାର ଏବଂ ଏମଏସଏମଇ ବିଭାଗ, ଓଡିଶା ସହଯୋଗରେ ପ୍ରୋପ୍ୟାକ୍ ଓଡ଼ିଶା ୨୦୨୩ ଇଣ୍ଟରନ୍ୟାସନାଲ ଏକ୍ସପୋ, ଓଡ଼ିଶା ପ୍ଲାଷ୍ଟ ଇଣ୍ଟରନ୍ୟାସନାଲ ଏକ୍ସପୋ ୨୦୨୩ ଓଡ଼ିଶାର ଦ୍ୱିତୀୟ ସଂସ୍କରଣ ଭୁବନେଶ୍ୱର ଜନତା ମଇଦାନରେ ଆରମ୍ଭ ହୋଇଛି ।ଏହି ଅବସରରେ ଓଡ଼ିଶା ସରକାରଙ୍କ ଏମ୍ଏସ୍ଏମ୍ଇ, ଶିଳ୍ପ ଓ ଶକ୍ତି ବିଭାଗର ମନ୍ତ୍ରୀ ପ୍ରତାପ କେଶରୀ ଦେବ ମୁଖ୍ୟ ଅତିଥି […]