ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ଆରମ୍ଭ ହେବ ମକଡ୍ରିଲ୍ ।
ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତା କାଲି ଓଡିଶାର ୧୨ଟି ସ୍ଥାନରେ ହେବ ମକଡ୍ରିଲ୍ । ଅପରାହ୍ନ ୪ଟାରେ ସାଇରନ୍ ବାଜିବ। ପରେ ମକ୍ ଡ୍ରିଲ ଆରମ୍ଭ ହୋଇଯିବ । ମକ୍ ଡ୍ରିଲ୍ ସରିଲା ପରେ ପୁଣି ଥରେ ସାଇରନ ବାଜିବ । ତେବେ ଦ୍ବିତୀୟ ଥର ସାଇରନ ବାଜିବାର ଅର୍ଥ ମକ୍ ଡ୍ରିଲ୍ ଶେଷ ହୋଇଛି। ଏ ନେଇ ସୂଚନା ଦେଇଛନ୍ତି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ଓଡ଼ିଶାର […]