ପଦ୍ମପୁରରେ କାମ କଲା ବିଜେଡିର ମାଇକ୍ରୋ ଷ୍ଟ୍ରାଟେଜି !
ଧାମନଗର ପରାଜୟ ପରେ ବୁଦ୍ଧି ଶିଖିଛି ବିଜେଡି । ଘର ସଜାଡିବେ ସଫଳତା ହାସଲ କରିବା ପଥରେ ଅଗ୍ରସର ବିଜେଡି । ପଦ୍ମପୁର ଉପନିର୍ବାଚନରେ ବିଜେଡିର ମାଇକ୍ରୋ ମ୍ୟାନେଜମେଣ୍ଟ କାମ କରୁଛି । ପଦ୍ମପୁର ମୁକୁଟକୁ ହାତେଇବା ପଥରେ ଆଗୁଆ ରହିଛନ୍ତି ବିଜେଡିର ବର୍ଷା ସିଂହ ବରିହା । ମୋଟ ୨୩ ରାଉଣ୍ଡ ଗଣତି ହେବାକୁ ଥିବାବେଳେ ପଞ୍ଚମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି […]