ପଖାଳ କଂସା ପ୍ରତ୍ୟେକ ଓଡିଆଙ୍କ ପ୍ରାଣ…
ପଖାଳ ପ୍ରତ୍ୟେକ ଓଡିଆଙ୍କ କେବଳ ଖାଦ୍ୟସାରଣୀ ନୁହେଁ । ଏହା ହେଉଛି ଓଡିଆ ଘରର ପରିଚୟ । ଖଟିଖିଆ ଓଡିଆଙ୍କ ସବୁଦିନିଆ ଖାଦ୍ୟ ଆଜି ବଡ ବଡ ସହରର ହାଇଫାଇ ରେଷ୍ଟୁରାଂଟର ମାନବର୍ଦ୍ଧନ କରିଛି । କଂସାଏ ପଖାଳ ସାଙ୍ଗକୁ ଆଳୁ ପୋଡା, ବାଇଗଣ-ଟମାଟ ଚଟଣୀ, ବଡି ଚୁରା, ଶାଗ ଭଜା, ଉଲି ପିଆଜ । ଆହାଃ କି ସ୍ୱାଦ । ଆଉ ଆମିଷ ଖାଇବା ଲୋକଙ୍କ ପାଇଁ ପଖାଳ ସାଙ୍ଗକୁ ଗରମ ଗରମ ମାଛ ଭଜା […]