ଓଡିଶା କଳା ସଂସ୍କୃତି

ସାହିତ୍ୟ ଓ ସାଂସ୍କୃତିକ ସଂଗଠନ ‘ସମନ୍ୱୟ’ ପକ୍ଷରୁ ସାହିତ୍ୟାଲୋଚନା

କଟକ: ସାହିତ୍ୟ ଓ ସାଂସ୍କୃତିକ ସଂଗଠନ “ସମନ୍ୱୟ” ପକ୍ଷରୁ ପଣ୍ଡିତ ଗୋବିନ୍ଦ ରଥଙ୍କ ଉପରେ ଏକ ଆଲୋଚନା ଚକ୍ର କଟକ ବିଡାନାସୀସ୍ଥିତ ଶ୍ରୀ ଚହଟେଶ୍ୱର ମହାଦେବଙ୍କ ପବିତ୍ର ପୀଠରେ ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରେ ବେଦ ଧ୍ବନିରେ ସଭାସ୍ଥଳୀକୁ ମୁଖରିତ କରିଥିଲେ ପଣ୍ଡିତ ଦିଲ୍ଲୀପ କୁମାର ସାବତ । ପରେ ସମନ୍ୱୟର ସମ୍ପାଦକ ଆଡଭୋକେଟ ଦେବେନ୍ଦ୍ର କୁମାର ପରିଡ଼ା ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ପ୍ରକାଶନ ସମ୍ପାଦକ ଇଂ ଅବିନାଶ ପରିଡ଼ା ପଣ୍ଡିତ ଗୋବିନ୍ଦ ରଥଙ୍କ […]