ପଦ୍ମପୁର ଉପନିର୍ବାଚନ: କାହା ସପକ୍ଷରେ ରହିବ ଜନତାଙ୍କ ରାୟ
ପଦ୍ମପୁରରେ ନେତା ବାଛୁଛନ୍ତି ଜନତା । ଚଳିତ ବର୍ଷର ଶେଷ ମତଦାନ ଆଜି ଅନୁଷ୍ଠିତ ହେଉଛି । ତେବେ ସବୁଠି ଗୋଟିଏ ଚର୍ଚ୍ଚା ପଦ୍ମପୁର ହେବ କାହାର । ଜନତା କାହା ଉପରେ କରିବେ ଭରଷା । ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି । ଏହା ଅପରାହ୍ଣ ୪ଟା ଯାଏ ଚାଲିବ । ପଦ୍ମପୁର ନିର୍ବାଚନ ମଣ୍ଡଳୀର ମୋଟ୍ ୩୧୯ ବୁଥରେ ୨ ଲକ୍ଷ ୬୯ହଜାର ୩୨୬ଜଣ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରୁଛନ୍ତି […]