ପ୍ରସିଧ୍ୟ ଶୈବପୀଠ ଅନନ୍ତେଶ୍ୱରଙ୍କ ପୀଠରେ ଚାଲିଛି ଝାମୁଯାତ୍ରା
ସାଲେପୁର: କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଲେଣ୍ଡୁରା ଭଗବାନପୁର ଅନ୍ୟତମ ପ୍ରମୁଖ ପ୍ରସିଧ୍ୟ ଶୈବପୀଠ ଅନନ୍ତେଶ୍ୱର ମହାଦେବଙ୍କ ପୀଠରେ ଚଳିତ ବର୍ଷ ଝାମୁଯାତ୍ରା ଓ ପାଟୁଆଯାତ୍ରା ମହାସମାରୋହରେ ଅନୁଷ୍ଠିତ ହେଉଛି । ପ୍ରତିବର୍ଷ ଏହି ପୀଠକୁ ବିଭିନ୍ନ ଅଞ୍ଚଳରୁ ଭକ୍ତ ଓ ଶ୍ରଦ୍ଧାଳୁମାନେ ଆସିଥାନ୍ତି । ଚଳିତବର୍ଷ ଝାମୁଯାତ୍ରା ଓ ପାଟୁଆଯାତ୍ରାରେ ସହସ୍ରାଧିକ ଲୋକଙ୍କ ସମାଗମ ଦେଖିବାକୁ ମିଳୁଛି । ମାସନ୍ତ ଦିନ ଝାମୁଯାତ୍ରା, କଣ୍ଟା ପାଟୁଆ ଅନୁଷଅଠିତ ହେଉଛି । ପଣାଯାତ୍ରା ଅବସରରେ ଅଗ୍ନି […]