ଓଡିଶା

ପୁରୁଣା ଗଲେ, ଏବେ ଆଶା ନୂଆ ସରକାରଙ୍କ ଉପରେ

ବୋଲଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅଚଳାବସ୍ଥା: ରୋଗୀ ସେବା ବିପର୍ଯ୍ୟସ୍ତବୋଲଗଡ଼, ୨୮/୦୬ : ଲୋକମାନଙ୍କ ନିକଟରେ ସ୍ୱାସ୍ଥ୍ୟସେବା ସୁବିଧାରେ ଯୋଗାଇ ଦେବା ପାଇଁ କେନ୍ଦ୍ର ରାଷ୍ଟ୍ରୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନଠାରୁ ଆରମ୍ଭ କରି ରାଜ୍ୟ ସରକାର ଭିତ୍ତିଭୂମିର ବିକାଶପାଇଁ କୋଟି କୋଟି ଟଙ୍କା ଅର୍ଥ ଖର୍ଚ୍ଚ କରୁଛନ୍ତି । ବର୍ତ୍ତମାନ ପରିସ୍ଥିତିରେ ଜନସାଧାରଣ ସରକାରୀ ଡାକ୍ତରଖାନାରୁ ସେବା ପାଇବା କାଠିକର ପାଠ ହୋଇଯାଇଛି । ଭାତହାଣ୍ଡରୁ ଗୋଟିଏ ଭଳି ଏହାର ଏକ ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ଖୋର୍ଦ୍ଧା […]

ଓଡିଶା

ରକ୍ତହୀନତା ବିଶେଷତଃ ଏକ ବଂଶଗତ ରୋଗ…

ଗଜପତି, ୨୦/୦୬ : ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତ୍ତକ ମହାବିଦ୍ୟାଳୟ ପରିସରରେ ଜନଜାତି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆୟୁଷ୍ମାନ ଭାରତ ଅନ୍ତର୍ଗତ ରକ୍ତ ଶିକୁଳି ରକ୍ତହୀନତା ନିରାକରଣ ଦିବସ ପାଳନ ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ ରୀନା ସାହୁଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ବିଭାଗର ଜିଲ୍ଲା ପରିସଂଖ୍ୟାନ ଅଧିକାରୀ ଶ୍ରୀ ନେତ୍ରାନନ୍ଦ ଶତପଥୀ ଯୋଗଦେଇ ଛାତ୍ରୀମାନଙ୍କୁ ରକ୍ତ ଶିକୁଳିର କାରଣ […]

ଓଡିଶା

ରାସ୍ତା ହେଲେ ବିରୋଧ ନ ହେଲେ ବି ବିରୋଧ, ଦ୍ୱନ୍ଦରେ ପ୍ରଶାସନ…

ହିନ୍ଦୋଳ, ୨୦/୦୬ : ରାସ୍ତା ନିର୍ମାଣରେ ବାଧାସୃଷ୍ଟି ଓ ରାସ୍ତା ନିର୍ମାଣ ବନ୍ଦ ଯୋଗୁଁ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନଏସି ୱାର୍ଡନଂ-୧୫ର ଜନସାଧାରଣଙ୍କ ସହ ଆଖପାଖ ୪ଟି ପଂଚାୟତବାସୀ ହିନ୍ଦୋଳ ଉପଜିଲ୍ଲାପାଳ, ତହସିଲ ଓ ଏନଏସି ଅଫିସ ଘେରାଉ କରିଛନ୍ତି । ଖବରରୁ ପ୍ରକାଶ ହିନ୍ଦୋଳ ଏନଏସିରୁ ଆରମ୍ଭ ହୋଇଥିବା ୱାର୍ଡନଂ-୧୫ର ସିଙ୍କୋଳ, ଜାମ୍ମୁ ସାହି, ନୁଆସାହି, ବରଗୋଜ, କୁଳିଆତୋଟା ଓ ନୂଆପାଟଣା ଦେଇ ରାସୋଳ, ମାଧପୁର, ଇଲିରିସିଙ୍ଗା ପଂଚାୟତକୁ ସଂଯୋଗ କରୁଥିବା ରାସ୍ତାଟି ରାଜ୍ୟସରକାରଙ୍କ ଦ୍ୱାରା […]

ଓଡିଶା

ରକ୍ତ ଶିକୁଳି ଜନିତ ରକ୍ତହୀନତା ନିରାକରଣ ସମ୍ବନ୍ଧୀୟ ସଚେତନ କର୍ମଶାଳା

ହିନ୍ଦୋଳ, ୨୦/୦୬ : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ଖଜୁରିଆକଟାସ୍ଥିତ ହିନ୍ଦୋଳ ମହାବିଦ୍ୟାଳୟ ସଭାଗୃହରେ ଜାତୀୟ ସେବା ଯୋଜନା ପକ୍ଷରୁ ରକ୍ତ ଶିକୁଳି ଜନିତ ରକ୍ତ ହୀନତା ନିରାକରଣ ସମ୍ପର୍କିତ ସଚେତନ ମୂଳକ ସଭା ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷ ଅଶୋକ କୁମାର ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ସ୍ଥାନୀୟ ଦୁଦୁରକୋଟସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଡ଼ା. ସରୋଜ କୁମାର ସାହୁ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଉପସ୍ଥିତ […]

ଓଡିଶା

କେନାଲ ପାଣି ଅଭାବରୁ ଚାଷ ନଷ୍ଟ, ଚିନ୍ତାରେ ଚାଷୀ…

ଧର୍ମଗଡ, ୨୭/୪ : କେନାଲରେ ପାଣି ଅଭାବରୁ ନଷ୍ଟ ହୋଇଗଲା ପ୍ରାୟ ୨୫ ଏକରରୁ ଉର୍ଦ୍ଧ୍ୱ ଧାନ କ୍ଷେତ । ଏଭଳି ଦୁର୍ଦ୍ଦଶା ଭୋଗିଛନ୍ତି କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚାରବାହାଲ ଅଞ୍ଚଳବାସୀ । ସୂଚନା ଅନୁସାରେ, କୁସୁମଖୁଣ୍ଟି ଅଧିନସ୍ଥ ଘୁମେରଗୁଡ଼ା ସବ ମାଇନର କେନାଲରେ ପ୍ରାୟ ଚାରି କିଲୋମିଟର ଘୁମେରଗୁଡ଼ାରୁ କୋଟାନିଆ ପଡ଼ା ପର୍ଯ୍ୟନ୍ତ ରହିଛି । କିନ୍ତୁ ଉପର ମୁଣ୍ଡରେ ଥିବା କିଛି ବାହୁବଳୀ ଚାଷୀ ନିଜର ଚାଷ ଜମି ସହିତ ନିଜ […]

ଓଡିଶା

ନୀଳଗିରିରେ ଚାଲିଛି ମାଫିଆ ରାଜ୍, ପଦକ୍ଷେପ ପାଇଁ ପ୍ରଶାସନକୁ ଗୁହାରୀ

ନୀଳଗିରି : ବ୍ଳାଷ୍ଟିଙ୍ଗ ପ୍ରତିବାଦରେ ଥାନାରେ ଅଭିଯୋଗ କଲେ ଗ୍ରାମବାସୀ । ବାଲେଶ୍ବର ଜିଲ୍ଲା ନୀଳଗିରି ତହସିଲ ଅଞ୍ଚଳରେ ବେଆଇନ ପଥର ଖାଦାନରେ ଚାଲିଛି ବେଧଡ଼କ ପଥର ଚୋରି ସାଙ୍ଗକୁ ବେଆଇନ ପଥର ବ୍ଳାଷ୍ଟିଙ୍ଗ । ବ୍ଳାଷ୍ଟିଙ୍ଗ ଯୋଗୁଁ ଦେଢ଼ କିଲୋମିଟର ବ୍ୟାସାର୍ଦ୍ଧ ଭିତରେ ଅଧିକାଂଶ ପକା ଘରର କାନ୍ଥ ସବୁ ଫାଟି ଗଲାଣି । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲା ନୀଳଗିରି ତହସିଲ୍ ଅଧୀନ ଜାମୁଡିହl ମୌଜାର ବାଘମରା  ଗ୍ରାମରେ । ପଥରେ […]

ଓଡିଶା

ଜିଲ୍ଲା ସାମଜିକ ସୁରକ୍ଷା ଅଧିକାରୀ ଏବଂ ଦୁଇ ସମାଜସେବୀଙ୍କ ପ୍ରଚେଷ୍ଟାରେ ଭିନ୍ନକ୍ଷମଙ୍କୁ ମିଳିଲା ସହାୟତା…

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ଅନ୍ତର୍ଗତ ଦେବାଗାଁ ପଂଚାୟତର ତୁମ୍ବୁରୀମୁଣ୍ଡା ଡି ଏନ୍ କେ ଗ୍ରାମର ଭିନ୍ନକ୍ଷମ ନାରାୟଣ ମଣ୍ଡଳଙ୍କୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର ଏବଂ ପ୍ରିହମ୍ ଚାରିଟେବୁଲ୍ ଟ୍ରଷ୍ଟର ଉପାଧ୍ୟକ୍ଷା ପ୍ରଜ୍ଞାପରମିତା ପ୍ରଧାନ ଓ ଅଧ୍ୟକ୍ଷ ତଥା ଇଓଉଡଉର ରାଜ୍ୟ ଉପସଭାପତି କୁନା ଦିଗାଲଙ୍କ ପ୍ରଚେଷ୍ଟାରେ ମିଳିଲା ଭତା । ନାରାୟଣ ମଣ୍ଡଳଙ୍କର ଗୋଡ଼ର ତିନୋଟି ଆଙ୍ଗୁଠି କୌଣସି କାରଣରୁ କଟି ଯାଇ ତାହା ଧିରେ ଧିରେ ଘା […]

ଓଡିଶା

ସଫଳ ଚାଷୀ ଇସ୍ରାଏଲ୍ ଗୋମାଙ୍ଗୋ ଅନ୍ୟ ଚାଷୀଙ୍କ ପାଇଁ ପ୍ରେରଣା…

ଗଜପତି, ୨/୨ (ବିବେକାନନ୍ଦ ବେହେରା) : ଗଜପତି ଜିଲ୍ଲା ଅନ୍ତର୍ଗତ ଗୁମ୍ମା ବ୍ଲକର ବାରଙ୍ଗସିଙ୍ଗ ଗ୍ରାମରୁ ଇସ୍ରାଏଲ୍ ଗୋମାଙ୍ଗୋ ପରିବାରର ମୁଖ୍ୟ ସଦସ୍ୟ ଭାବରେ ନିଜ ଏବଂ ତାଙ୍କ ପତ୍ନୀଙ୍କ ସହିତ ଚାରିଜଣ ସଦସ୍ୟଙ୍କ ପରିବାର ଗୁଜୁରାଣ ମେଂଟାଉଥିଲେ । ତାଙ୍କର ୩ ହେକ୍ଟର ଜମି ଅଛି ଯେଉଁଥିରୁ ସେ ୧ ହେକ୍ଟର ଜମିରେ ମାଣ୍ଡିଆ ଏବଂ କିଛି ଡାଲି ଚାଷ କରିଆସୁ ଥିଲେ । ୨ ହେକ୍ଟର ଜଙ୍ଗଲ ଏବଂ ବନ୍ଧ୍ୟା ହୋଇ ରହୁଥିଲା । […]

ଓଡିଶା

କଟକ ସଦର ବିଧାୟକଙ୍କୁ କୃତଜ୍ଞତା ଜଣାଇଲେ ଅଂଚଳବାସୀ…

ନିଶ୍ଚିନ୍ତକୋଇଲି, ୦୬/୧୨ (ଅଭୟ ଜେନା) : କଟକ ସଦର ନିର୍ବାଚନ ମଣ୍ଡଳୀ ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ନଦୀବନ୍ଧ ରାସ୍ତା ତଥା ନଦୀଉପରେ ସ୍ଥାୟୀ ସେତୁ ନିର୍ମାଣ ପାଇଁ ବହୁକୋଟି ଟଙ୍କାର ଅନୁଦାନ ମଂଜୁର ହୋଇଥିବାରୁ ନିର୍ବାଚନ ମଣ୍ଡଳୀରେ ଆନନ୍ଦ ପ୍ରକାଶ ପାଇଛି । ମହାନଦୀ ଉପରେ ସିର୍ଲୋ ସାହୁକ୍ଷେତ ସେତୁ ନିର୍ମାଣ ପାଇଁ ୧୪୪କୋଟି ୧୦ଲକ୍ଷ ଟଙ୍କା, ଚିତ୍ରୋତ୍ପଳା ନଦୀ ଉପରେ ବ୍ରାହ୍ମଣଖଣ୍ଡ ସାହୁକ୍ଷେତ ସେତୁ ନିର୍ମାଣ ପାଇଁ ୩୫କୋଟି ୮୨ଲକ୍ଷ ୮୫ହଜାର ଟଙ୍କା, ସେହିପରି ଚିତ୍ରୋତ୍ପଳା […]

ଓଡିଶା

ଜେଲରୁ ବାହାରିପାରନ୍ତି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ…

ଭୁବନେଶ୍ବର : ରାଜଧାନୀର ବହୁ ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ବଡ ଆଶ୍ବସ୍ତି । ଅର୍ଚ୍ଚନାଙ୍କୁ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ । ବଡ଼ବଡ଼ିଆଙ୍କୁ ହନିଟ୍ରାପରେ ଫସାଇ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ହୋଇଥିଲା ଅର୍ଚ୍ଚନା ନାଗ । ଏହି ମାମଲା ସମଗ୍ର ରାଜ୍ୟର ଏକ ଆଲୋଡ଼ନ ସୃଷ୍ଟି କରିଥିଲା । ଇଡି ମାମଲାରେ ଅର୍ଚ୍ଚନାଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ । ପୂର୍ବରୁ ୨ଟି ମାମଲାରେ ଅର୍ଚ୍ଚନାଙ୍କୁ ଜାମିନ ମିଳି ସାରିଥିଲା । ସମସ୍ତ […]