ଓଡିଶା

ଚଳିତ ମାସ ୧୬ ତାରିଖରୁ ରାଜରାସ୍ତାକୁ ଓହ୍ଲାଇବେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଙ୍ଘ

ଗଜପତି : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଙ୍ଘର ଆହ୍ୱାନ କ୍ରମେ ଶିକ୍ଷକ ଆବାହକ ଏମ୍ ରବି କୁମାରଙ୍କ ନେତୃତ୍ୱରେ ଗଜପତି ଜିଲ୍ଲାପାଳ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି ଗଜପତି ଜିଲ୍ଲା ସଂଘ । ଏହି ଅବସରରେ ଶିକ୍ଷକମାନେ ଏକତ୍ରିତ ହୋଇ ପାରଳାଖେମୁଣ୍ଡିସ୍ଥିତ ଗୁଣ୍ଡିଚା ବାଡ଼ି ମନ୍ଦିର ପରିସରରେ ଏକ ବୈଠକ କରିଥିଲେ । ପରେ ସ୍ମାରକପତ୍ର ପ୍ରଦାନ କରିବା ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଗଜପତି […]

ଓଡିଶା ଟ୍ରେଣ୍ଟିଂ

ହାପି ବାର୍ଥ ଡେ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ …

ସାଧା ପୋଷାକ ସାଙ୍ଗକୁ କୋଲ୍ହାପୁରୀ ଚପଲ ହେଉଛି ତାଙ୍କ ଜୀବନଶୈଳୀର ଏକ ପ୍ରମୁଖ ଅଙ୍ଗ । ସରଳ ଓ ନିରାଡମ୍ବର ଜୀବନ ଶୈଳୀ ତାଙ୍କ ବ୍ୟକ୍ତିତ୍ୱକୁ ଚର୍ଚ୍ଚିତ ଓ ଲୋକପ୍ରିୟ କରିଛି । ଦୀର୍ଘ ଦୁଇ ଦଶନ୍ଧୀରୁ ଅଧିକ କାଳ କ୍ଷମତାର କେନ୍ଦ୍ରବିନ୍ଦୁରେ ରହିଥିଲେ ମଧ୍ୟ ନିଜ ଭାବମୂର୍ତ୍ତିକୁ ସାମାନ୍ୟତମ କ୍ଷୂଣ୍ଣ ହେବାକୁ ଦେଇନାହାନ୍ତି ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ନବୀନ କେବଳ ଜଣେ ସାଧାରଣ ରାଜନେତା ନୁହଁନ୍ତି, ଦେଶର ରାଜନୀତିରେ ନବୀନ […]