ଓଡିଶା

ଚିଲିକାରେ ପକ୍ଷୀ ସୁରକ୍ଷାରେ ଢିଲା, ବଢୁଛି ଅବାଧ ପକ୍ଷୀ ଶିକାର…

ଖୋର୍ଦ୍ଧା, (ଏଫ୍ଟୁଏସ୍) ୧୬/୦୭ : ଖୋର୍ଦ୍ଧା ଜିଲ୍ଲା ଚିଲିକାର ଶୋଭାବର୍ଦ୍ଧନ କରୁଥିବା ବିଦେଶୀ ପକ୍ଷୀଙ୍କ ସୁରକ୍ଷାରେ ଢିଲା । ଦିନକୁ ଦିନ ଚିଲିକାରେ ବିଦେଶୀ ପକ୍ଷୀଙ୍କ ଶିକାର ବଢିବାରେ ଲାଗିଛି । ବନ୍ୟପ୍ରାଣୀ ବିଭାଗ ପକ୍ଷୀଙ୍କ ସୁରକ୍ଷା ଦେବା ଏବଂ ପକ୍ଷୀ ଶିକାରରେ କିପରି ରୋକ୍ ଲଗାଯାଇ ପାରିବ ସେ ଦିଗରେ ସକ୍ଷମ ନୁହଁନ୍ତି । ଏପରିକି ପକ୍ଷୀ ଶିକାର ଦିଗରେ ଜନ ସଚେତନତା ସୃଷ୍ଟି କରିବା ପରିବର୍ତ୍ତେ ଚିଲିକାରେ ଶିକାରୀ ପକ୍ଷୀ ଶିକାର କରିବା ପରେ […]