ଓଡିଶା ମନୋରଞ୍ଜନ

ଓଡିଶାରେ ଓଡିଆ ସିନେମା ପାଇଁ ନାହିଁ ହଲ୍

ଓଡିଆ ସିନେମାକୁ ବଞ୍ଚାଇବାକୁ ହେଲେ ଓଡିଶାରେ ବହୁଳ ମାତ୍ରାରେ ହଲର ଆବଶ୍ୟକତା ରହିଛି । ଏହା ସହିତ ମଲ୍ଟିପ୍ଲେକ୍ସର ମନମୁଖୀ ଶାସନ ତଥା ଓଡିଆ ସିନେମା ପ୍ରତି ଥିବା ଉଦାସୀନ ମନୋଭାବ ଚଳିବ ନାହିଁ ବୋଲି କହିଛନ୍ତି ପ୍ରଯୋଜକ । ହାତରେ ପ୍ଲାକାର୍ଡ ଏବଂ ମୁହଁରେ ଅନେକ ପ୍ରଶ୍ନ ନେଇ ରାଜଧାନୀର ରାଜରାସ୍ତକୁ ଓହ୍ଲାଇଛନ୍ତି ଓଡିଶାର ବହୁ ପ୍ରଯୋଜକ । ଓଡିଶାରେ ଲକ୍ଷ ଲକ୍ଷ ଟଙ୍କାର ବ୍ୟୟ ଅଟକଳରେ ଅନେକ ଓଡିଆ ସିନେମା ତିଆରି ହେଉଛି । […]