ଫୁଟବଲ ସହ ଜଡିତ ହେବା ପାଇଁ ପିଲାଙ୍କୁ ଆହ୍ବାନ
ଭୁବନେଶ୍ୱର : ଓଡ଼ିଶା ଏଫ୍.ସି ପକ୍ଷରୁ ୫ମ ପ୍ରତିଷ୍ଠା ଦିବସ OSAP ସପ୍ତମ ବାଟାଲିୟନରେ ପାଳିତ ହୋଇଯାଇଛି । ଏଥିରେ ଚନ୍ଦ୍ରଶେଖରପୁର ଭେଙ୍କେଟେଶ୍ୱର ଇଂରାଜୀ ମଧ୍ୟମ ବିଦ୍ୟାଳୟର ୫ମ ରୁ ୭ମ ଶ୍ରେଣୀର ପ୍ରାୟଃ ୧୫୦ ପିଲା ଯୋଗ ଦେଇଥିଲେ । ଏହି ଅବସରରେ ସ୍ଥାନୀୟ ପିଲାମାନଙ୍କୁ ଫୁଟବଲ ସହ ଜଡିତ ହେବା ଏବଂ ସେମାନଙ୍କ ସୁସ୍ଥତା କେମିତି ଏହି ଖେଳ ସହ ଯୋଡିହୋଇ ରହିଛି ସେ ନେଇ ଉତ୍ସାହିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କ୍ଲବ୍ […]