ଓଡିଶା ମନୋରଞ୍ଜନ

ଭୁବନେଶ୍ୱର ରନ୍‌ୱେ ୱିକ୍‌, ଆକର୍ଷଣୀୟ ଡ଼ିଜାଇନର ପୋଷାକ ପରିବେଷଣ କଲେ ବଛା ବଛା ଡ଼ିଜାଇନର୍‌…

ଭୁବନେଶ୍ୱର, ୮/୪ : ଆଡ଼ିକ୍ସନ୍ ଫ୍ୟାସନ୍ ମ୍ୟାନେମେ ପକ୍ଷରୁ ନିର୍ଦ୍ଦେଶକ ଜନ୍ ଅଜୟଙ୍କ ନିର୍ଦ୍ଦେଶନାରେ ଭୁବନେଶ୍ୱର ରନ୍‌ୱେ ୱିକ୍‌ର ଦଶମ ସଂସ୍କରଣ ସ୍ଥାନୀୟ ଏକ ତାରକା ହୋଟେଲରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଦେଶର ନାମିଦାମୀ ବଛା ବଛା ଡ଼ିଜାଇନର୍ ନିଜର ଆକର୍ଷଣୀୟ ଡ଼ିଜାଇନ୍ ସବୁ ପରିବେଷଣ କରିଥିଲେ । ଚଳିତ ବର୍ଷ ସୋ’ର ମୁଖ୍ୟ ଆକର୍ଷଣ ଥିଲେ ଫେମିନା ମିସ୍ ଇଣ୍ଡିଆ ୨୦୨୩ ନନ୍ଦିନୀ ଗୁପ୍ତା । ଏହି ଫ୍ୟାସନ୍ ସୋ’ରେ ସାକ୍ଷୀ ହ୍ୟାଣ୍ଡଲୁମର […]