ସଂଖ୍ୟାଲଘୁ ତୁଷ୍ଟିକରଣ ଓ ଓଡିଶା ସରକାର
ଭାରତୀୟ ସମାଜ ବିବାଦୀୟ ଢାଂଚାକୁ ହଟାଇ ଦେଇ ରାମ ମନ୍ଦିର ନିର୍ମାଣ ପାଇଁ ରାସ୍ତା ଖୋଲି ଦେଇଛନ୍ତି । ବର୍ତମାନ ରାମ ମନ୍ଦିର ନିର୍ମାଣ ଶେଷ ପର୍ଯ୍ୟାୟରେ ପହଁଚି ଯାଇଛି । ହିମାଳୟ ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ, ଗୋପେଶ୍ୱର ଠାରୁ କାମାକ୍ଷା, ଜଗନ୍ନାଥ କ୍ଷେତ୍ରଠାରୁ କେଦାରନାଥ, ସୋମନାଥରୁ କାଶୀ ବିଶ୍ୱନାଥ, ଅମୃତସରରୁ ପାଟନା ସାହେବ, ଆଣ୍ଡାମାନରୁ ଆଜମେର ପର୍ଯନ୍ତ ଏବେ ସମ୍ପୂର୍ଣ୍ଣ ଭାରତ ରାମମୟ ହୋଇ ଉଠିଛି । ସମଗ୍ର ଦେଶ ଆନନ୍ଦିତ । ଶତାବ୍ଦୀର ଅପେକ୍ଷା […]