ଓଡିଶା

ଉଚ୍ଚଶିକ୍ଷା ବିଭାଗ ଦ୍ଵାରା ନୂଆ ଓଡ଼ିଶା, ଯୁବ ଓଡ଼ିଶା ନବୀନ ଓଡ଼ିଶାର ସାହିତ୍ୟକ ଓ ସାଂସ୍କୃତିକ ପ୍ରତିଯୋଗିତା ଅନୁଷ୍ଠିତ…

କୋଟପାଡ଼, ୧୯/୧୧ (ସୁନୀଲ ଦାଶ) : କୋଟପାଡ଼ ମହାବିଦ୍ୟାଳୟ ପରିସରରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଦ୍ଵାରା ନୂଆ ଓଡ଼ିଶା, ଯୁବ ଓଡ଼ିଶା ନବୀନ ଓଡ଼ିଶାର ସାହିତ୍ୟିକ ଓ ସାଂସ୍କୃତିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମହାବିଦ୍ୟାଳୟ ପରିଚାଳନା ସଭାପତି ସୁରେଶ ବେହେରା ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ଉପଭୋଗ କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷା ହେମଲତା ଆଚାର୍ଯ୍ୟଙ୍କ ତତ୍ବାବଧାନରେ ଯୁକ୍ତତିନି ନୋଡାଲ ଅଫିସର ଆକାଶ କୁମାର ପତି ଓ ଯୁକ୍ତଦୁଇ […]

EDITORIAL ଓଡିଶା ଟ୍ରେଣ୍ଟିଂ

ସଂଖ୍ୟାଲଘୁ ତୁଷ୍ଟିକରଣ ଓ ଓଡିଶା ସରକାର

ଭାରତୀୟ ସମାଜ ବିବାଦୀୟ ଢାଂଚାକୁ ହଟାଇ ଦେଇ ରାମ ମନ୍ଦିର ନିର୍ମାଣ ପାଇଁ ରାସ୍ତା ଖୋଲି ଦେଇଛନ୍ତି । ବର୍ତମାନ ରାମ ମନ୍ଦିର ନିର୍ମାଣ ଶେଷ ପର୍ଯ୍ୟାୟରେ ପହଁଚି ଯାଇଛି । ହିମାଳୟ ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ, ଗୋପେଶ୍ୱର ଠାରୁ କାମାକ୍ଷା, ଜଗନ୍ନାଥ କ୍ଷେତ୍ରଠାରୁ କେଦାରନାଥ, ସୋମନାଥରୁ କାଶୀ ବିଶ୍ୱନାଥ, ଅମୃତସରରୁ ପାଟନା ସାହେବ, ଆଣ୍ଡାମାନରୁ ଆଜମେର ପର୍ଯନ୍ତ ଏବେ ସମ୍ପୂର୍ଣ୍ଣ ଭାରତ ରାମମୟ ହୋଇ ଉଠିଛି । ସମଗ୍ର ଦେଶ ଆନନ୍ଦିତ । ଶତାବ୍ଦୀର ଅପେକ୍ଷା […]

ଓଡିଶା

ବୋଡ଼େନ ବ୍ଲକ୍ ଅନ୍ତର୍ଗତ ଲର୍କା ନୋଡ଼ାଲ ଉଚ୍ଚ ବିଦ୍ୟାଳୟରେ କ୍ଳଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ…

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ୍ ଅନ୍ତର୍ଗତ ଲର୍କା ନୋଡ଼ାଲ ଉଚ୍ଚ ବିଦ୍ୟାଳୟରେ କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ସିଆରସିସି ସଂଯୋଗ ବାଗଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ବନବିହାରୀ ମେହେର ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବରେ ଲର୍କା ନୋଡ଼ାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପରେଶ ଚନ୍ଦ୍ର ମାଝୀ, ଅଙ୍କନ ସିଂ ମାଝୀ, ତ୍ରିଲୋଚନ ମାଝୀ ପ୍ରମୁଖ ମଞ୍ଚାସୀନ ଥିଲେ । […]

ଓଡିଶା

ସେବା ଦିବସରେ ସେବାର ପ୍ରକୃତ ଜ୍ଞାନ ଦେଲେ ଶିକ୍ଷକ…

ଗଜପତି : ଗଜପତି ଜିଲ୍ଲା ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ପାରଳାଖେମୁଣ୍ଡିରେ ଉତ୍କଳ ଜନନୀର ସୁଯୋଗ୍ୟ ସନ୍ତାନ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାଶଙ୍କର ପବିତ୍ର ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ବରିଷ୍ଠ ମାତୃଭାଷା ଆଚାର୍ଯ୍ୟ ଗୋପାଳକୃଷ୍ଣ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସମ୍ବନ୍ଧରେ ସମ୍ୟକ ଭାବେ ଆଲୋକପାତ କରିଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗୋପବନ୍ଧୁଙ୍କର ନୀତି ଆଦର୍ଶକୁ ଅନୁପ୍ରାଣିତ କରିବା ଉଦ୍ଦେଶ୍ୟରେ ଏହି ଦିନଟିକୁ ଶିଶୁ ମନ୍ଦିର ପକ୍ଷରୁ ସେବା ଦିବସ ଭାବେ […]

ଓଡିଶା

ହିନ୍ଦୀ ଦିବସରେ ହିନ୍ଦୀ ଭାଷାର ଗୁରୁତ୍ବ ଉପରେ ଆଲୋଚନା କଲେ ଉପସ୍ଥିତ ଅତିଥି…

ଗଜପତି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଜାତୀୟ ହିନ୍ଦୀ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ  ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକ ନରସିଂହ ଗୌଡ଼ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ କାର୍ଯ୍ୟକ୍ରମରେ ସ୍ଥାନୀୟ ଦେବୀ ମଠର ମହନ୍ତ ପୂଜ୍ୟଶ୍ରୀ ରାମାନନ୍ଦ ଦାଶ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ଏଥିରେ ମୁଖ୍ୟ ଅତିଥି ହିନ୍ଦୀ ଭାଷାର ଗୁରୁତ୍ବ ତଥା ହିନ୍ଦୀ ଭାଷାକୁ ଦୈନନ୍ଦିନ ଜୀବନରେ ବହୁଳ […]