ଓଡିଶା

ସେପ୍ଟେମ୍ବର ୧କୁ ଡ୍ରାଇଭର ଦିବସ ରୂପେ ପାଳନ କରୁଛି ଓଡିଶା ଡ୍ରାଇଭର ମହାସଂଘ…

ଜଟଣୀ : ଡ୍ରାଇଭର ଦିବସ ପାଳନ କରୁଛି ଓଡିଶା ଡ୍ରାଇଭର ମହାସଂଘ । ଏହି ପରିପ୍ରେକ୍ଷୀରେ ଜଟଣୀ ବ୍ଲକ ଡ୍ରାଇଭର ମହାସଂଘ ମଧ୍ୟ ଖୁବ୍ ଧୁମଧାମର ସହିତ ଡ୍ରାଇଭର ଦିବସ ପାଳନ କରିଛି । ଆଧୁନିକତା ସ୍ପର୍ଶରେ ଆମେ ପ୍ରତ୍ୟେକ ଦିନ କିଛି ନା କିଛି ଦିବସ ପାଳନ କରୁଥିବାବେଳେ ସେପ୍ଟେମ୍ବର ୧କୁ ଡ୍ରାଇଭର ଦିବସ ରୂପେ ପାଳନ କରାଯିବାକୁ ନିଷ୍ପତ୍ତି ନେଇଥିଲା ଓଡିଶା ଡ୍ରାଇଭର ମହାସଂଘ । ଓଡିଶା ଡ୍ରାଇଭର ମହାସଂଘ ସଭାପତିଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ […]

ଓଡିଶା

କାହା ସ୍ବାର୍ଥରେ ଓଡିଶା ଡ୍ରାଇଭର ମହାସଂଘ ?

ଖୁବ୍ କମ୍ ସମୟରେ ରାଜ୍ୟର ବୃହତ ସଂଗଠନ ଭାବେ ଉଭା ହୋଇଛି ଓଡିଶା ଡ୍ରାଇଭର ମହାସଂଘ । ବିଗତ ଏକ ବର୍ଷ ଧରି ଏହି ସଂଘ ନିଜର ହକ୍ ପାଇଁ ଲଢେଇ କରି ଆସୁଛି । ତେବେ ଏଠି ପ୍ରଶ୍ନ, ଡ୍ରାଇଭରମାନଙ୍କର କଣ ଆଗରୁ କୌଣସୁ ସମସ୍ୟା ନ ଥିଲା ? କାରଣ କରୋନା ପରେ ସକ୍ରିୟ ହୋଇ ଉଠିଥିବା ଏହି ସଂଘ ପ୍ରଥମେ ଅନେକ ସଚେତନମୂଳକ କାର୍ଯ୍ୟ କରିଥିଲା । ଯେଉଁଥିପାଇଁ ଡ୍ରାଇଭର ମହାସଂଘ ଲୋକଙ୍କର […]

ଓଡିଶା

ହକ୍ ପାଇଁ ଲଢିବେ ଡ୍ରାଇଭର

ଜଟଣୀ (ପ୍ରଶାନ୍ତ କୁମାର ସାହୁ): ଡ୍ରାଇଭର ମହାସଂଘର ଚରମବାଣୀ । ବାରମ୍ବାର ଗୁହାରୀ କଲେ ଅଂହିସା ମାର୍ଗରେ ରାଜ୍ୟ ସରକାରଙ୍କୁ ସଂଘ ମାଧ୍ୟମରେ ଦାବି ଜଣାଇଲେ । ଥରେ କି ଦୁଇଥର ନୁହେଁ । ଅନେକଥର ଆନ୍ଦୋଳନକୁ ଓହ୍ଲାଇଲେ ଏବଂ ପ୍ରଶାସନର ପ୍ରତିଶ୍ରୁତି ଆଗରେ ମଥା ନୁଆଁଇ ଏହାକୁ ସମର୍ଥନ ମଧ୍ୟ କଲେ । ହେଲେ ଆଉ ସେମାନେ ଅବହେଳିତ ହେବେ ନାହିଁ । ଏଣିକି ନିଜ ହକ୍ ପାଇଁ ରାଜ୍ୟର ସମସ୍ତ ଡ୍ରାଇଭର ବନ୍ଧୁ ଏକତ୍ରିତ […]

ଓଡିଶା

“ସମ୍ଭାବନା ପରିବାର” ପକ୍ଷରୁ ଜାତୀୟ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ପାଳିତ

ଜଟଣୀ (ପ୍ରଶାନ୍ତ କୁମାର ସାହୁ): ସଡକ ସୁରକ୍ଷା ଜୀବନ ରକ୍ଷା । ଲୋକଙ୍କୁ ଗୋଲାପ ଏବଂ ଚକୋଲେଟ୍ ଦେଇ ସଚେତନତା ବାର୍ତ୍ତା ଦେଲେ ଜଟଣୀ ଥାନା ଅଧିକାରୀ I ଜଟଣୀର ସ୍ଵେଚ୍ଛାସେବୀ ସଂଗଠନ “ସମ୍ଭାବନା ପରିବାର” ପକ୍ଷରୁ ଜାତୀୟ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ସନ୍ତୋଷ କୁମାର ହୋତାଙ୍କ ଅଧ୍ୟକ୍ଷତାରେ ଏହି ଅବସରରେ ସଡକ ସୁରକ୍ଷା ସମ୍ବନ୍ଧୀୟ ତଥ୍ୟ ଜନସାଧାରଣଙ୍କୁ ପ୍ରଦାନ କରାଯାଇଥିଲା । ଜଟଣୀ ସ୍ଥିତ ପୋଷ୍ଟ ଅଫିସ ଛକ […]